Sunday , May 22 2022
Breaking News
Home / କୃଷି (page 35)

କୃଷି

ଓମଫେଡ଼ ପରି ଲାଭ ଦାୟକ ସଂସ୍ଥାକୁ ବଦନାମ କରିବା ପାଇଁ ଚକ୍ରାନ୍ତ , ଦୁଗ୍ଧ ଚାଷୀଙ୍କ ବୈଠକ

ରଘୁନାଥପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ କେରେକେରାସ୍ଥିତ ଗୋରଖନାଥ ପିଠ ପରିସରରେ ସ୍ଥାନୀୟ ଦୁଗ୍ଧ ଚାଷୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଚାଷୀମାନେ ଓମଫେଡ଼ ଭଳି ଏକ ଲାଭଦାୟକ ସଂସ୍ଥାକୁ ବଦନାମ କରାଯାଉଥିବା ସମ୍ପର୍କରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।  କେନ୍ଦ୍ରାପଡ଼ାର  ଜନୈକ ଅଧିକାରୀ ଦାନାରେ ହେରଫେର କରି ଜିଏମ କଟକ ଦୁଗ୍ଧ ସଂଘ ପକ୍ଷରୁ ନିଲମ୍ବିତ ହୋଇଥିବା ଓ ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ହୋଇ …

Read More »

ଲଘୁଚାପ ବର୍ଷା ଆଣିଲା ଚାଷୀ ମନରେ ଆନନ୍ଦ

ଗରଦପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଅଂଚଳରେ ବର୍ଷାଭାବ ଯୋଗୁଁ ଚାଷ କାର୍ଯ୍ୟ ବହୁ ପରିମାଣରେ ପଛେଇ ଯାଇଥିଲା । ମାତ୍ର ଗତ ଦୁଇ ଦିନ ଅଂଚଳରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଚାଷୀମାନଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି । ଯଦିଓ ଏହି ବର୍ଷା ଯୋଗୁଁ ଉଚ୍ଚା ଉଚ୍ଚା ଜମିରେ ପାଣି ରହି ନାହିଁ,ତଥାପି ଏହି ବର୍ଷା ଯୋଗୁଁ ଖାଲପାଟ ଜମିମାନଙ୍କରେ ଚାଷ କାର୍ଯ୍ୟରେ ଅଗ୍ରଗତି ଘଟିବା ନେଇ ଚାଷୀ ମହଲରେ …

Read More »

ରାସାୟନିକ ସାର ଓ ବିଷମୁକ୍ତ ଚାଷ ପାଇଁ ଆହ୍ୱାନ

ନିଶ୍ଚିନ୍ତକୋଇଲି,୦୮/୦୮/୨୦୧୯(ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଜୈବିକକୃଷି ସଂକ୍ରାନ୍ତ ପ୍ରଶିକ୍ଷଣ ନେଇଥିବା କୌଶଳୀ ଓ ଅନୁଭବି ୬୦ ଜଣ ଚାଷୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ପୂର୍ବରୁ ଏହି ଚାଷୀଙ୍କୁ ପ୍ରଶିକ୍ଷକ ଭାବେ ପ୍ରସନ୍ନ ଳୁମାର ଦାଶ ଓ ରଞ୍ଜନକୁମାର ଦାସ ଜୈବିକ କୃଷି କାର୍ଯ୍ୟ ସଂକ୍ରାନ୍ତରେ ତାଲିମ ପ୍ରଦାନ କରିଥିବା ବେଳେ ଚାଷକାର୍ଯ୍ୟରେ ରାସାୟନିକ ସାର ଓ କୀଟନାଶକ ବିଷ ପ୍ରୟୋଗ ନ କରିବା ପାଇଁ ସଚେତନତା କରାଇଥିଲେ …

Read More »

କାଳିଆରୁ ହଟିବେ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର,୦୭/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ ସରକାରଙ୍କ କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସମସ୍ତ ପଂଚାୟତ କାର୍ଯ୍ୟାଳୟଗୁଡ଼ିକରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ଟଙ୍ଗା ଯାଇଛି । ତେବେ ଯେଉଁ ଯୋଗ୍ୟ ଓ ଯେଉଁ ମାନେ ଅଯୋଗ୍ୟ ହିତାଧିକାରୀ ବୋଲି ଭାବୁଛନ୍ତି ସେମାନେ ଆବେଦନ କରି ପାରିବେ । ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ …

Read More »

କଳାହାଣ୍ଡି ଜିଲ୍ଲା ହାବସପୁର ମଣ୍ଡିରେ ଚାଷୀଙ୍କ ଅତ୍ମହତ୍ୟା କରିବା ପାଇଁ ଧମକ

ଜୁନାଗଡ ୦୬/୦୮/୨୦୧୯(ଓଡ଼ିଶା ସମାଚାର /ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲାରେ ମଣ୍ଡିମାନଙ୍କରେ ଚଳିତ ବର୍ଷର ଧାନ କ୍ରୟ ସରିଗଲାଣିେ ବାଲି ଜୁନ ୩୦ ରେ ରିପୋର୍ଟ ଦେଇଥିଲେ କିନ୍ତୁ ଜୁନାଗଡ ବ୍ଳକ ହାବସପୁର ମଣ୍ଡିରେ ଏବେ ପର୍ଯ୍ୟନ୍ତ ଶହଶହ ବସ୍ତା ଧାନ ବର୍ଷାରେ ଭିଜି ପଡିରହିଛି । ଗତ ଜୁନ ମାସ ୧୫ ତାରିଖରେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଦେଇଥିଲେ ମଧ୍ୟ ତାଙ୍କର ଧାନ ବିକ୍ରି ହୋଇ …

Read More »

କଳାହାଣ୍ଡି ଜିଲ୍ଲାରେ ବିଦେଶୀ କୀଟକୁ ନେଇ ଚାଷୀଙ୍କ ମନରେ ଆତଙ୍କ

ଜୟପାଟଣା,୦୫/୦୮/୨୦୧୯ ( ଓଡ଼ିଶା ସମାଚାର/ ସଂଜୟ କୁମାର ସିଂହ)- କଳାହାଣ୍ଡିଜିଲ୍ଲାରେ ଫଲ ଆର୍ମିଓର୍ମ ନାମକ ଏକ କୀଟ ବିଲରେ ଦେଖା ଦେଇଛି । ଏହି କୀଟ ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲ୍ଲାରେ ଦେଖା ଦେଇଛି । ଏହି ମାରାତ୍ମକ କୀଟ ଉଙ୍ଗିବା ସହ ଅଣ୍ଡା ମଧ୍ୟ ଦେଇଥାଏ । ଏହି ପୋକ ଦିନକୁ ୧୦୦ କି.ମି. ଅତିକ୍ରମ କରି ମକା, ଧାନ, ଆଖୁ, କୋବି, ଚିନାବାଦାମ, କପା ଇତ୍ୟାଦି …

Read More »

ଫନି ସହାୟତା ପାଇବାରୁ ପାଟକୁରା ଅଂଚଳ ବଂଚିତ,ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି

ଗରଦପୁର ୦୪/୦୮/୨୦୧୯ ( ଓଡ଼ିଶା ସମାଚାର)-‘ଫନି’ ବାତ୍ୟା ସହାୟତା ପାଇବାରୁ ବଂଚିତ ହୋଇଥିବା ପାଟକୁରା ଅଂଚଳର ଗରଦପୁର ଓ ଡେରାବିଶ ବ୍ଲକର ଚାଷୀମାନଙ୍କ ପାଇଁ ସରକାର ପୁନର୍ବିଚାର କରିବାକୁ ଦାବି କରାଯାଇଛି । ପ୍ରକାଶ ଯେ, କେନ୍ଦ୍ରାପଡା ଜିଲାକୁ ‘ଫନି’ ବତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୩୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି (୪୭୪୪)ଅନୁସାରେ …

Read More »

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅବଧି ଅଗଷ୍ଟ ୧୫ ପର୍ଯ୍ୟନ୍ତ ବଢେଇବାକୁ ଦାବି : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର,୦୪/୦୮/୨୦୧୯ (ଓଡ଼ିଶା ସମାଚାର)-ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଶସ୍ୟବୀମା ଯୋଜନା ଅନ୍ତର୍ଭୁକ୍ତ ହେବାର ଅବଧି ଜୁଲାଇ ୩୧ ତାରିଖରେ ଶେଷ ହୋଇଯାଇଛି । ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ବୀମା କରିପାରିନାହାଁନ୍ତି । ସ୍ୱଳ୍ପ ବୃଷ୍ଟି ଏବଂ ବିଳମ୍ବିତ ମୌସୁମୀ ଯୋଗୁଁ ରାଜ୍ୟରେ ଚାଷ କାର୍ଯ୍ୟ ବହୁ ପଛେଇ ଯାଇଛି । ଅନେକ ଯାଗାରେ ତଳି ବୁଢା ହେବାକୁ ଲାଗିଲାଣି । ବର୍ଷାକୁ ଚାତକ ଭଳି ଚାହିଁ ରହି ଚାଷୀ ଦିନ …

Read More »

ଦୀର୍ଘ ମିଆଦି ଉନ୍ନତ ବିହନ ଉତ୍ପାଦନ ବୃଦ୍ଧି ସହିତ କୃଷି କ୍ଷେତ୍ରରେ ଓଡ଼ିଶାକୁ ବଳକା ରାଜ୍ୟରେ ପରିଣତ କରାଯିବ : କୃଷି ମନ୍ତ୍ରୀ

ଭୁବନେଶ୍ୱର,୦୪/୦୮/୨୦୧୯ ( ଓଡ଼ିଶା ସମାଚାର)-କୃଷିକ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେରାଜ୍ୟ ସରକାର ଅନେକ ଦୀର୍ଘ ମିଆଦିକାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଉନ୍ନତମାନର ବିହନ ସୃଷ୍ଟି ସହ କୃଷକମାନଙକୁ ଅଧିକ ପରିମାଣରେ ବିହନଯୋଗାଇ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଡ଼ସଫଳତା ହାସଲ କରିବାର ସମ୍ଭାବନାସୃଷ୍ଟି ହୋଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ,ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁକହିଛନ୍ତି । କୃଷି ଭବନ ଠାରେ କୃଷି …

Read More »

କେନ୍ଦ୍ରାପଡ଼ା ଜିଲ୍ଲାରେ ମରୁଡ଼ି ଆଶଙ୍କା, ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର,୦୨/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- କେନ୍ଦ୍ରାପଡା ଜିଲାରେ ସମ୍ଭାବ୍ୟ ମରୁଡ଼ି ଭଳି ପରିସ୍ଥିତି ଆଶଙ୍କା କରି ଏ ଦିଗରେ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାର ଆବଶ୍ୟକତା ଉପଲବ୍ଧି କରି ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ପୂର୍ବାହ୍ଣରେ ଏକ ସମୀକ୍ଷା ବୈଠକରେ ଏ ଦିଗରେ ପଦକ୍ଷେପ ନେବାକୁ ଜଳ ସେଚନ ବିଭାଗୀୟ ଯନ୍ତ୍ରୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି । …

Read More »