Sunday , May 22 2022
Breaking News
Home / କୃଷି (page 31)

କୃଷି

ମହିଳା ସ୍ୱୟଂ ସହାୟିକା ଗୋଷ୍ଟକୁ ମାଛ ଚାଷ ପାଇଁ ସରକାରୀ ପ୍ରୋତ୍ସାହନ –  ୪୪ ପୋଖରୀ ନିଲାମରେ ୧୦ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ

ଗରଦପୁର, ୨୬/୦୯/୨୦୧୯ (ଓଡ଼ିଶା ସମାଚାର)- ମହିଳା ସ୍ୱୟଂ ସହାୟିକା ଗୋଷ୍ଟିକୁ ମାଛ ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ଦିଆଯାଇଥିବା ବେଳେ, ଗରଦପୁର ବ୍ଲକର ମୋଟ ୪୪ ଗୋଟି ପୋଖରୀକୁ  ନିଲାମ କରାଯାଇ ମୋଟ ୧୦ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଥିବାର ଗରଦପୁର ବ୍ଲକର କନିଷ୍ଟ ମତ୍ସ୍ୟ ଅଧିକାରୀ ଶଙ୍କର୍ଷଣ ପଣ୍ଡା ପ୍ରକାଶ କରିଛନ୍ତି । ପ୍ରକାଶ ଯେ,ଚଳିତ ଆର୍ଥିକ ବର୍ଷ୨୦୧୯-୨୦ପାଇଁ ଗରଦପୁର ବ୍ଲକର୧୮ ଗୋଟି ପଂଚାୟତରେ ଥିବା ସରକାରୀ …

Read More »

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପାଚିଲା ବିଆଳି ଧାନ ବିଲରେ ନଷ୍ଟ ହେବା ଆଶଙ୍କା, ଚାଷୀ ଚିନ୍ତିତ

ଗରଦପୁର, ୨୪/୦୯/୨୦୧୯ ( ଓଡ଼ିଶା ସମାଚାର)- ଲଘୁଚାପ ପ୍ରଭାବରେ ରବିବାର ଠାରୁ ସମଗ୍ର ଅଂଚଳରେ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷା ହେବା ସାଙ୍ଗକୁ ମଝିରେ ମଝିରେ ମଧ୍ୟମରୁ ଅତି ପ୍ରବଳ ଧରଣର ବର୍ଷା ଲାଗି ରହିଛି । ଆଜି ସକାଳ ଠାରୁ ଅଂଚଳରେ ବର୍ଷା ଲାଗି ରହିଛି । ଆସନ୍ତା ଦୁୂଇ ଦିନ ଧରି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି …

Read More »

     ମାଛ ଚାଷ ପାଇଁ ପଂଚାୟତ ପୋଖରି ନିଲାମ  

ଗରଦପୁର, ୨୪/୦୯/୨୦୧୯ ( ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ପ୍ରଶାସନଙ୍କ ପକ୍ଷରୁ ଆଜି ବ୍ଳକ ଅଂଚଳର କେତକ ପଂଚାୟତ ପୋଖରୀଗୁଡିକ ପ୍ରକାଶ୍ୟରେ ନିଲାମ କରାଯାଇଛି । ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତରେ ଥିବା ଦୁଇ ଗୋଟି ମାଛ ପୋଖରୀକୁ ଆଜି ପ୍ରଶାସନଙ୍କ ପକ୍ଷରୁ ନିଲାମ କରାଯାଇଛି । ବ୍ଲକ ପ୍ରଶାସନଙ୍କ ପକ୍ଷରୁ ଜୀବିକା ମିଶନର ବ୍ଳକ ସଂଯୋଜକ ପ୍ରଶାନ୍ତ କୁମାର ରାଉତ ଉପସ୍ଥିତ ରହି ଏହି ନିଲାମ କାର୍ଯ୍ୟ …

Read More »

ମତ୍ସ୍ୟ ଚାଷ ନିମନ୍ତେ ବ୍ଲକ ସ୍ତରୀୟ ତାଲିମ ଶିବିର

ନାଉଗାଁ, ୨୪/୦୯/୨୦୧୯ ( ଓଡ଼ିଶା ସମାଚାର /ଲିଲନ ପ୍ରଭା ପାଢୀ)- ପଂଚାୟତ ପୋଖରୀ ଯୋଜନାରେ ମତ୍ସ୍ୟ ଚାଷ ନିମନ୍ତେ ଜଗତସିଂହପୁର ଓ ନାଉଗାଁ ବ୍ଲକର ୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ନେଇ ଜିଲ୍ଲା କୃଷି ସୂଚନା କେନ୍ଦ୍ର ଠାରେ ଏକ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜଗତସିଂହପୁର ବିଡିଓ ଲଗ୍ନଜିତ ରାଉତ, ନାଉଗାଁ ବିଡିଓ ରଶ୍ମିରେଖା ମଲ୍ଲିକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁବ୍ରତ …

Read More »

ଶୀତଳଭଣ୍ଡାର ପାଇଁ ବିଧାୟକଙ୍କୁ  ଦାବି ଜଣାଇଲେ

ନାଉଗାଁ, ୨୪/୦୯/୨୦୧୯ ( ଓଡ଼ିଶା ସମାଚାର /ଲିଲନ ପ୍ରଭା ପାଢୀ)- ନାଉଗାଁ ବ୍ଲକରେ ଥିବା ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ନାଉଗାଁ ବ୍ଳକର ସଚେତନ ଜନସାଧାରଣ ଗତ ରବିବାର ସୂର୍ଯ୍ୟମଣ୍ଡପ ଠାରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି. ।ଏହି ଦାବିପତ୍ରକୁ ବ୍ଳକର ଅଶୋକ କୁମାର ରାଉତ,ଚନ୍ଦନ କୁମାର ଦାସ,ଅଲେଖ ମଲିକ,ନିରାକାର ମହାଜନ ଆଦି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଲିଖିତ ଭାବେ ପ୍ରଦାନ କରିଥିଲେ । ସେମାନଙ୍କ …

Read More »

   ବଜାରରେ ୟୂରିଆ ସାରର ଅଭାବ, ଅଧିକ ଦାମ୍  ରେ କିଣୁଛନ୍ତି ଚାଷୀ, ପ୍ରଶାସନ ସ୍ଥାଣୁ 

ଗରଦପୁର ୨୨/୦୯/୨୦୧୯ ( ଓଡ଼ିଶା ସମାଚାର)-ବଜାରରେ ୟୂରିଆ ସାରର ଅଭାବ ପରିଲକ୍ଷିତ ହୋଇଥିବା ବେଳେ,ଯେଉଁ କେତେକ ସ୍ଥାନରେ ୟୂରିଆ ସାର ମିଳୁଛି ,ତାହା ପୁଣି ନିର୍ଦ୍ଧାରିତ ଦାମ୍ ଠାରୁ ଯଥେଷ୍ଟ ଅଧିକ ରହିଛି । ଏପରିସ୍ଥିତିରେ ପ୍ରଶାସନ ସ୍ଥାଣୁ ପାଲଟିଥିବାର ଚାଷୀ ମହଲରୁ ଅଭିଯୋଗ ହେଉଛି । ଧାନ ଚାଷ ପାଇଁ ସାରର ଚାହିଦା ଅଧିକ । ସାରର ଚାହିଦାକୁ ଦେଖି ସମ୍ପୃକ୍ତ ସାର କମ୍ପାନିମାନେ ସେମାନେ ସମ୍ପୃକ୍ତ ସାର …

Read More »

ୟୁରିଆ ସାର ଅଭାବ ନେଇ ଚାଷୀ ଅସନ୍ତୋଷ

ଯାଜପୁର, ୨୨/୦୯/୨୦୧୯(ଓଡ଼ିଶା ସମାଚାର)- ଯାଜପୁର ରେ ଥିବା ଓଡିଶା କୃଷି ଶିଳ୍ପ ନିଗମ ଲିଃ ପକ୍ଷରୁ ୨୦୦ ରୁ ଉଦ୍ଦ୍ୱର୍ ୟୁରିଆ ସାର ଆବଶ୍ୟକ ପାଇଁ ଇଫକୋ ସରକାରୀ ସଂସ୍ଥାକୁ ଅନୁରୋଧ କରିଥିଲା ବେଳେ ଗତମାସରେ ମାତ୍ର ମିଳିଛି ୫୦.୦୪ । ଏହି ୟୁରିଆ ସାର ଚାଷୀ ମାନଙ୍କୁ ଯୋଗାଇ ଦେବାରେ ସାର ଡିଲର ମାନେ ବ୍ୟର୍ଥ ହୋଇଛନ୍ତି । ସାର ନ ପାଇ ଚାଷୀ ମାନେ ଡିଲରଙ୍କ ବିକ୍ରୟ …

Read More »

ସାର ନେବାକୁ କେନ୍ଦ୍ରକରି ସେବାସମବାୟ ସମିତିରେ ଉତେଜନା

ସାଲେପୁର ,୨୦/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା ) : କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ସାଲେପୁର ଶାଖା ଅଧିନ ରାଇସୁଙ୍ଗୁଡ଼ା ସେବା ସମବାୟ ସମିତିରେ ସାର ନେବାକୁ କେନ୍ଦ୍ରକରି ଚାଷୀମାନଙ୍କ ମଧ୍ୟରେ ତିବ୍ର ଉତେଜନା ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଏହି ସେବା ସମବାୟ ସମିତି ଉପରେ ରାଇସୁଙ୍ଗୁଡ଼ା , ମିର୍ଜାପୁର, ପିକୋଳ ପଞ୍ଚାୟତରେ ଥିବା କୁସମ୍ବୀ , କେରଙ୍ଗା, ଧୂଆଁସାହି, ରାଇସୁଙ୍ଗୁଡ଼ା, ମଢ଼ଙ୍ଗା, ଧର୍ମାଗତପୁର, ଦେଉଳି, କାନପୁର, …

Read More »

   ଆଇଏଫଏଫଡିସି ପକ୍ଷରୁ  ଗୋ – ଚିକିତ୍ସା ଶିବିର 

   ମହାକାଳପଡା,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଇଫକୋ-ଆଇଏଫଏଫଡିସି ମିଳିତ ସହଯୋଗରେ ଆଜି କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଉଳକଣୀ ପଂଚାୟତର ଲୁଣାଘେରୀ ଗ୍ରାମରେ ଏକ ମାଗଣାରେ ଗୋ-ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚିକିତ୍ସା ଶବିରରେ ଗ୍ରାମର ଶତାଧିକ ଗାଈ, ବାଛୁରୀ, ବଳଦ, ଛେଳି, ମେଣ୍ଢା ଆଦି ଗୃହପାଳିତ ପ୍ରାଣୀମାନଙ୍କୁ ଚିକିତ୍ସା କରାଯାଇ ଆବଶ୍ୟକ ଔଷଧପତ୍ର ମାଗଣାରେ ବନ କରାଯାଇଥିଲା । ଗୃହ ପାଳିତ ପ୍ରାଣୀମାନଙ୍କୁ ପ୍ରତିଷେଧକ ଟୀକା ପ୍ରଦାନ …

Read More »

ଓମଫେଡ଼ ପରିସରରେ ଦୁଗ୍ଧ ଚାଷୀଙ୍କ ବୈଠକ 

ରଘୁନାଥପୁର,୧୮/୦୯/୨୦୧୯(ଓଡ଼ିଶା ସମାଚାର)- ଅଧିକ ମୂଲ୍ୟ ଦେଇ କ୍ଷୀର ହାତେଇ ଦେଊଛନ୍ତି ଘରୋଇ ଡ଼ାଏରୀ । ଦୀର୍ଘଦିନ ଧରି ଦୁଗ୍ଧ ଚାଷୀଙ୍କ ଭାତ ହାଣ୍ଡି ସାଜିଥିବା ଓମଫେଡ଼ ଅବସ୍ଥା ଏବେ ଦୁର୍ଦ୍ଧିନରେ । ସରକାର ଯଦି ଏଥିପ୍ରତି ବିଚାର ନକରନ୍ତି ତେବେ ଓମଫେଡ ସଂସ୍ଥା ଧୀରେ ଧୀରେ ବୁଡ଼ିଯିବ । ଫଳରେ ଏହା ଉପରେ ନିର୍ଭର କରି  ପରିବାର ପ୍ରିତି ପୋଷଣ କରୁଥିବା ଲକ୍ଷାଧିକ ଚାଷୀଙ୍କ ସମେତ କର୍ମଚାରୀଙ୍କ ଅବସ୍ଥା ଶୋଚନୀୟ …

Read More »