Thursday , June 30 2022
Breaking News
Home / କୃଷି (page 29)

କୃଷି

କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା, ୧୪/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ୩ଟି  କୃଷି ସଂଶୋଧନ ଆଇନକୁ କୃଷି-କୃଷକ ଓ ଜନବିରୋଧୀ ଦର୍ଶାଇ ଏହାକୁ ସଂପୂର୍ଣ୍ଣ ରୂପେ ବାତିଲ କରିବା ଦାବିରେ ସର୍ବଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନକ୍ରମେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏହି ଉପଲକ୍ଷେ ନିଖିଳ ଓଡିଶା ଚାଷୀ ମୂଲିଆ ସଙ୍ଘର ସଭାପତି ଫକିର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ …

Read More »

ଗୋଡିପଡା ଟୋଲଗେଟ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ

ନିରାକାରପୁର, ୧୨/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ନୂତନ କୃଷି  ଆଇନୀ ଅନୁଯାୟୀ କୃଷକ ଓ ଖାଉଟି ବିରୋଧ କଳା ଆଇନୀ ଓ ବିଦୁ୍ୟତ ସଂଶୋଧନ ବିଲ ଅନୁଯାଇ ୨୦୨୦ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ସଂପୃକ୍ତ କୃଷକ ମୋର୍ଚ୍ଚା ଡାକରାକୁ ସମର୍ଥନ କରି ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡିଶା ପକ୍ଷରୁ ସାରା ରାଜ୍ୟରେ ଥିବା ଟୋଲ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ।ଏହାକୁ ସମଥ୍ରନ ଜଣାଇ ଶନିବାର …

Read More »

ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଟୋଲଫ୍ରି ଆନ୍ଦୋଳନ

ଭୁବନେଶ୍ୱର,୧୨/୧୨/୨୦୨୦ (ଓଡ଼ିଶା ସମାଚାର)- ବି୍ରଟିଶ ଶାସନ ବିରୁଦ୍ଧରେ ମହାତ୍ମା ଗାନ୍ଧୀ ମହାସଂଗ୍ରାମ କଲାବେଳେ ଆଇନ୍ ଅମାନ୍ୟ ଓ ଅସହଯୋଗ ପନ୍ଥା ଆପଣାଇଥିଲେ । ତାଙ୍କ ଆଇନ୍ ଅମାନ୍ୟ ଆନ୍ଦୋଳନ ଭିତରେ ଟିକସ ନଦେବା ଆହ୍ୱାନକୁ ଆନ୍ଦୋଳନରେ ଅସ୍ତ୍ର କରିଥିଲେ । ସ୍ୱାଧୀନତାର ଦୀର୍ଘବର୍ଷ ପରେ ଭାରତବର୍ଷରେ ଚାଲିଥିବା ସବୁଠୁ ବଡ଼ ଚାଷୀ ଆନ୍ଦୋଳନର ନେତାମାନେ ଏବେ ସେହି ଫର୍ମୁଲା ଅନୁଯାୟୀ ଡ଼ିସେମ୍ବର ୧୨ରେ ଟୋଲଫ୍ରି ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛନ୍ତି …

Read More »

ତାଳଚେର ସାରକାରଖାନା ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର ସାର କାରଖାନା ହେବ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ କାରଖାନା – ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତାଳଚେର ସାର କାରଖାନା (ଟିଏଫଏଲ୍) ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ ଏବଂ ଭାରତ …

Read More »

୧୨ ଡ଼ିସେମ୍ବର ଟୋଲପ୍ଲାଜା ସମ୍ମୁଖରେ ବିକ୍ଷୋଭ ଏବଂ ୧୪ ଡ଼ିସେମ୍ବର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଗଣଧାରଣା ପାଇଁ ଓଡ଼ିଶାରେ ପ୍ରସ୍ତୁତି

ଭୁବନେଶ୍ୱର, ୧୨/୧୨/୨୦୨୦ (ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଶନିବାର ୧୨ ଡ଼ିସେମ୍ବରରେ ଦେଶବ୍ୟାପୀ ଟୋଲପ୍ଲାଜା ସମ୍ମୁଖରେ କୃଷକମାନଙ୍କ ବିକ୍ଷୋଭ ପ୍ରଦର୍ଶନ ପାଇଁ ଡ଼ାକରା ଆସିଛି । ଓଡ଼ିଶାରେ ବିଭନ୍ନ ସ୍ଥାନରେ ଥିବା ଟୋଲପ୍ଲାଜା ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ । ରାଜଧାନୀ ନିକଟବର୍ତୀ ପିପିଲି ଟୋଲପ୍ଲାଜା ଗେଟ୍ ସମ୍ମୁଖରେ କୃଷକମାନଙ୍କର ବିକ୍ଷୋଭ ପ୍ରଦର୍ଶନ ହେବ ବୋଲି କୁହାଯାଇଛି । ଠିକ୍ ସେହିଭଳି ୧୪ ଡ଼ିସେମ୍ବରରେ ସାରା …

Read More »

ସାଲାଇନ ପାଇପରେ ବୃନ୍ଦା ଜଳସେଚନ ଓ ଔଷଧୀୟ ଉଦ୍ୟାନ – ପରିଦର୍ଶନ କଲେ କୃଷି ବିଜ୍ଞାନ କେନ୍ଦ୍ର ଟିମ୍

କରୋନା ମୋତେ ନୂଆ ପରିଚୟ ଦେଇଛି – ଜୟଗୁରୁ ପାତ୍ର ଭୁବନ,୧୧/୧୨/୨୦୨୦(ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)- ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସ୍ଥିତ ନିଗମାନନ୍ଦ ଆଶ୍ରମରେ ଯୁବ ଉଦ୍ୟୋଗୀ ଜୟଗୁରୁ ପାତ୍ର ଙ୍କ ଦ୍ୱାରା ସାଲାଇନ ପାଇପରେ ନିର୍ମିତ ବୃନ୍ଦା ଜଳସେଚନ ଓ ଔଷଧୀୟ ଉଦ୍ୟାନକୁ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀ ମାନେ ପରିଦର୍ଶନ କରିଛନ୍ତି । କରୋନା ଜନିତ ଲକଡାଉନ ଓ …

Read More »

ଓଡ଼ିଶା ସରକାରଙ୍କ ଏମଏସପି ଦାବି ଅଭିନନ୍ଦନୀୟ

ଛତିଶଗଡ଼ ଭଳି ବୋନସ ଦିଅ,ଚାଷୀଙ୍କୁ କାଳିଆ ଟଙ୍କା ୧୦ ହଜାର ଦିଅ ଭୁବନେଶ୍ୱର, ୧୧/୧୨/୨୦୨୦ (ଓଡ଼ିଶା ସମାଚାର)- ସାରା ଭାରତରେ ଚାଷୀ ଆନ୍ଦୋଳନ ଚର୍ଚ୍ଚିତ ହୋଇଥିବା ବେଳେ ଓଡ଼ିଶା ସରକାର ଚାଷୀଙ୍କର କଳାକାନୁନ୍ ବିରୋଧୀ ଲଢେଇରେ ହଁ ନାଁ ନକହି ନୀରବ ରହି, ପରେ ଚାଷୀଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣ କରିବାକୁ କ୍ୟାବିନେଟରେ ସଂକଳ୍ପ କରିବା ଅଭିନନ୍ଦନୀୟ । କିନ୍ତୁ ଏଭଳି ପ୍ରସ୍ତାବ ପଛରେ ଆନ୍ତରିକତା ନରହିବା ଏବଂ …

Read More »

ଧାନଫସଲର କ୍ଷୟକ୍ଷତି ଆକଳନ କରାଯିବାକୁ ଦାବି

କେନ୍ଦ୍ରାପଡା, ୦୮/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ଭରତପୁର ରାଜସ୍ୱ ସର୍କଲ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର, ଭରତପୁର, ପୁରୁଷୋତମପୁର, ମରଡପୁର, ଜଗନ୍ନାଥପୁର ଓ ଦୁତିଆଳ ଗ୍ରାମର ଚଳିତବର୍ଷ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଧାନଫସଲ ନଷ୍ଟ ହୋଇଥିବାରୁ ସେହି କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୁରଣ ପ୍ରଦାନ କରାଯିବାକୁ ଚାଷୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଅଭିଯୋଗ ଅନୁଯାଇ ସଂପୃକ୍ତ ଅଂଚଳର ଚାଷୀମାନେ ଏହି କ୍ଷୟକ୍ଷତି ହୋଇଥିବା ସମ୍ପର୍କରେ ରାଜସ୍ୱ …

Read More »

ଚାଷୀ ବିରୋଧୀ ଆଇନ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ବାରଙ୍ଗ,୦୭/୧୨/୨୦୨୦(ଓଡ଼ିଶା ସମାଚାର)-ବାରଙ୍ଗ ଆଂଚଳିକ କମିଟି ଏସୟୁସିଆଇ(ସି) ସମ୍ପାଦକ ସିଦ୍ଧାର୍ଥ ରଥଙ୍କ ନେତୃତ୍ୱରେ ଭାରତୀୟ ଅଲଇଣ୍ଡିଆ କିଶାନ କ୍ଷେତ ମଜଦୁର ସଂଗଠନ (ଏଆଇକେକେଏମଏସ୍)ପକ୍ଷରୁ ସ୍ଥାନୀୟ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ଚାଷୀମାରଣ ନୀତିକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ସଙ୍ଗଠନର କର୍ମକର୍ତା କହିଛନ୍ତି । ଦେଶର ୨୫୦ ରୁ ଊଦ୍ଧ୍ୱର୍ ଚାଷୀ ସଂଗଠନକୁ ନେଇ ଗଠିତ ଅଲ୍ ଇଣ୍ଡିଆ କିଶାନ ସଂଘର୍ଷ ସମନ୍ୱୟ କମିଟି …

Read More »

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ୨ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧନା

ଭୁବନ ୦୬/୧୨/୨୦୨୦ (ଓଡ଼ିଶା ସମାଚାର/ସୁଶାନ୍ତ କୁମାର ପୋଥାଳ)- ମୃର୍ତିକା ସଂରକ୍ଷଣ ଦିବସ ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନଶାଖା ତରଫରୁ ୨ ଜଣ ସଫଳ ଚାଷୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭୁବନ କୃଷକ ସମାଜ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ଉପସ୍ଥିତିରେ  ଷ୍ଟେଟବ୍ୟାଙ୍କ କ୍ଷେତ୍ରପାଳ ଗୌରୀଶଙ୍କର ନାୟକ ଭୁବନ ଏନଏସି ଅନ୍ତର୍ଗତ ୮ ନମ୍ବର ୱାର୍ଡର ଧନେଶ୍ୱର ପୋଥାଳ ଓ ୧୧ ନମ୍ବର ୱାର୍ଡର ରବି ନାରାୟଣ ସାହୁ ଦୁଇଜଣ …

Read More »