Wednesday , November 30 2022
Breaking News
Home / କୃଷି (page 10)

କୃଷି

ଦେବେନ୍ଦ୍ର ସ୍ୱାଇଁ ଙ୍କ ସମବାୟ ସମିତି ସଭାପତି ଭାବେ ଦାୟିତ୍ୱ ଗ୍ରହଣ

ରଘୁନାଥପୁର,୧୬/୭/୨୦୨୨(ଓଡ଼ିଶା ସମାଚାର)-କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରଘୁନାଥପୁର ଶାଖା ତାରପୁର ପ୍ରାଥମିକ କୃଷି ସମବାୟ ସମିତି , ଚକିକିଣିଆ ର ସଭାପତି ଭାବେ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସ୍ୱାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସମିତି ର ସମ୍ପାଦକ ଶ୍ରୀଯୁକ୍ତ ଭଗବାନ ପ୍ରସାଦ ସ୍ୱାଇଁ ଙ୍କ ଉପସ୍ଥିତିରେ ସେ ନିଜର ଦାୟିତ୍ୱ ଗ୍ରହଣ କରିଥିବାବେଳେ ବୋର୍ଡ଼ ସଭ୍ୟ ଇଂ ବାବାଜୀ ଚରଣ ଜେନା, ଭୁପତି ନାୟକ, ଦୀପକ ସ୍ୱାଇଁ, ଅନ୍ତର୍ଯ୍ୟମୀ ରାଉତ, ସରୋଜ କୁମାର ଦାଶ, ପ୍ରଦୀପ୍ତ ମଲିକ, ସଂଗ୍ରାମ ରାଉତ, ସୁରେଶ ନାୟକ, …

Read More »

ସିଫାରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର,୧୬/୭/୨୦୨୨(ଓଡ଼ିଶା ସମାଚାର)- କୌଶଲ୍ୟାଗଂଗସ୍ଥିତକେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ସଂସ୍ଥା ଓ ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ର ଦ୍ୱାରା ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ପ୍ରତିଷ୍ଠା ଦିବସ ଏବଂ ପୁରସ୍କାର ବିତରଣ ଉତ୍ସବ ଜୁଲାଇ ୧୬ ତାରିଖ ଦିନ କୌଶଲ୍ୟାଗଂଗଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ସିଫାର ଭାରପ୍ରାପ୍ତ ନିର୍ଦ୍ଧେଶକ ଡଃ ଏସ୍. ଏସ୍. ଉିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଖାଦ୍ୟ ଓ ପୋଷଣ ନିରାପତା ପାଇଁ ଅନ୍ନଦାତା ମାନଙ୍କର ଦାନର ପ୍ରଶଂସା କରିଥିଲେ । ଉପସ୍ଥିତ କୃଷକ ଏବଂ କୃଷିମହିଳାମାନଙ୍କୁ ମତ୍ସ୍ୟଚାଷ ଓ …

Read More »

ସମର ଵେହେରା ଗତିରାଉତପାଟଣା ସମଵାୟ ସମିତି ସଭାପତି

କଟକ ସଦର,୧୬ /୦୭/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନ ଗତିରାଉତପାଟଣା କୃଷକ ସେଵା ସମଵାୟ ସଭାପତି ନିର୍ବାଚନ ଆଜି ଶନିବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଭାପତି ଭାଵେ କଟକ ଜିଲ୍ଲା ଵିଜେଡି ସାଧାରଣ ସମ୍ପାଦକ,କଟକ ସଦର ଵ୍ଲକ ଵିଜେଡି କାର୍ଯ୍ୟକାରୀ ସଭାପତି ତଥା ‘ ଆତ୍ମା’ ର ପୂର୍ବତନ ସଭାପତି ସମର ବେହେରା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ରାଜେଶ ଦଳାଇଙ୍କୁ ୭ ଖଣ୍ଡ ଅଧିକ ପାଇ ନିର୍ବାଚିତ ହୋଇଥିବା ଜଣାପଡିଛି।ଶ୍ରୀ ବେହେରା ୧୧ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ଦଳାଇ …

Read More »

ସିଫାରେ ଏଫଆରପି କୃଷି ଯନ୍ତ୍ରପାତିର ରୂପାଙ୍କନ ଓ ବିକାଶ ପ୍ରକ୍ରିୟା ସମ୍ବନ୍ଧୀୟ ଜାତୀୟ କର୍ମଶାଳା ଓ ପ୍ରଶିକ୍ଷଣ

ଭୁବନେଶ୍ୱର ୧୫/୭/୨୦୨୨(ଓଡ଼ିଶା ସମାଚାର)- କୌଶଲ୍ୟାଗଂଗସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ସଂସ୍ଥା ଅଧିନସ୍ଥ ଏଆଇସିଆରପି ପ୍ରକଳ୍ପ ତରଫରୁ ଏଫଆରପି କୃଷି ଯନ୍ତ୍ରପାତିର ରୂପାଙ୍କନ ଓ ବିକାଶ ପ୍ରକ୍ରିୟା ଶୀର୍ଷକ ଦୁଇ ଦିନିଆ କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି । ଭାରତର ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଯଥା ଓଡିଶା, କର୍ଣ୍ଣାଟକ, ଝାଡ଼ଖଣ୍ଡ, ରାଜସ୍ଥାନ, ମେଘାଳୟ, ପଂଜାବ, ଉତରପ୍ରଦେଶ, ଗୁଜରାଟ, ଉତରାଖଣ୍ଡ, ସିକିମ୍, ଛତିଶଗଡ଼ ଓ ଜାମ୍ମୁ କାଶ୍ମୀରରୁ ପ୍ରାୟ ୨୦ ଜଣ ପ୍ରଶିକ୍ଷାର୍ଥୀ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି …

Read More »

ପ୍ରଦୁ୍ୟମ୍ନ ଓସ୍ତପୁର ସମବାୟ ସମିତି ସଭାପତି ନିର୍ବାଚିତ

କେନ୍ଦ୍ରାପଡ଼ା, ୧୪/୭/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଭାବେ  କଂସାର ପଂଚାୟତର ପୂର୍ବତନ ସରପଂଚ ପ୍ରଦୁ୍ୟମ୍ନ କୁମାର ଜେନା ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କୁ ହରାଇ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୧୫ଟି ଜୋନ ବିଶିଷ୍ଟ ଏହି ସମବାୟ ସମିତିର ନିର୍ବାଚନ ଅଧିକାରୀ ଶିବ ପ୍ରସାଦ ହାଂସଦା ପ୍ରଦୁ୍ୟମ୍ନଙ୍କୁ ବିଜୟୀ ଘୋଷଣା କରିଥିଲେ । ଏ ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ପ୍ରଦୁ୍ୟମ୍ନଙ୍କ ସମର୍ଥକମାନେ ଆତସବାଜି ଫୁଟାଇ ମିଷ୍ଟାନ …

Read More »

ରମେଶ ମିଶ୍ର ବଙ୍ଗାଳପୁର ସମବାୟ ସମିତି ସଭାପତି

ଗରଦପୁର, ୧୨/୭/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ଭାବେ ରମେଶ ଚନ୍ଦ୍ର ମିଶ୍ର ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ସମିତିରେ ୧୫ ଜଣ ସଦସ୍ୟ ନିର୍ବାଚିତ ହୋଇଥିଲେ । ମାତ୍ର ଆଜି ସଭାପତି ପଦବୀ ପାଇଁ ଏକମାତ୍ର ପା୍ରର୍ଥି ଭାବେ ରମେଶ ଚନ୍ଦ୍ର ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ପରେ ନିର୍ବାଚନ ଅଧିକାରୀ କାଶିରାୟ ମାଝି ରମେଶ ଚନ୍ଦ୍ର ମିଶ୍ରଙ୍କୁ ସଭାପତି ଭାବେ ବିଜୟୀ ଘୋଷଣା କରିଥିଲେ …

Read More »

ଦେବେନ୍ଦ୍ର କୁମାର ସ୍ୱାଇଁ ତାରପୁର ସମବାୟ ସମିତି ସଭାପତି ନିର୍ବାଚିତ 

ରଘୁନାଥପୁର ୧୧/୭/୨୦୨୨(ଓଡ଼ିଶା ସମାଚାର)-କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ରଘୁନାଥପୁର ଶାଖା ଅଧିନରେ ଥିବା ତାରପୁର ପ୍ରାଥମିକ କୃଷି ସମବାୟ ସମିତି , ଚକିକିଣିଆର ସଭାପତି ଭାବେ ଦେବେନ୍ଦ୍ର କୁମାର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ ଏହି ନିର୍ବାଚନରେ ସଭାପତି ପଦ ପାଇଁ ଇଂ ବାବାଜୀ ଚରଣ ଜେନା ଓ ଶ୍ରୀ ସ୍ୱାଇଁ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ୧୫ ଜଣ ନିର୍ଦ୍ଧେଶକ ଙ୍କ ମଧ୍ୟରୁ ଶ୍ରୀ ସ୍ୱାଇଁ ଙ୍କ ସପକ୍ଷରେ ୯ ଟି ଭୋଟ ପଡ଼ିଥିବାବେଳେ ଇଂ ଶ୍ରୀ ଜେନା ୬ ଟି ଭୋଟ …

Read More »

ଉତ୍ତର ଶାସନ କୃଷକ ସେଵା ସମଵାୟ ସମିତିର ଅପ୍ରତିଦ୍ଵନ୍ଦୀ ସଭାପତି ହେଲେ ଵୁଲୁ ଓରଫ ଅକ୍ଷୟ ଵ୍ରହ୍ମା

କଟକ ସଦର, ୧୧ /୦୭/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ସ୍ଥାନୀୟ ଉତ୍ତର ଶାସନ କୃଷକ ସେଵା ସମଵାୟ ସମିତିର ଆଜି ସୋମବାର ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅକ୍ଷୟ କୁମାର ବ୍ରହ୍ମା (ଵୁଲୁ) ଅପ୍ରତିଦ୍ଵନ୍ଦୀ ସଭାପତି ଭାଵେ ନିର୍ବାଚିତ ହୋଇଥିବା ଜଣାପଡିଛି।୧୧ ଜଣ ଡାଇରେକ୍ଟର ଵୋର୍ଡ ସଭ୍ୟ ନିର୍ଵାଚନରେ ଭାଗ ନେଵାକୁ ଉପସ୍ଥିତ ଥିଵା ଵେଳେ ଅନ୍ୟ ୩ ଜଣଙ୍କ ସହିତ ପୂର୍ଵତନ ସଭାପତି ପୀତାମ୍ବର ମହାପାତ୍ର ଆସିନଥିବା ଦେଖାଯାଇଥିଲା। ନବନିର୍ବାଚିତ ସଭାପତି ଵୁଲୁଙ୍କୁ ସ୍ଥାନୀୟ ସରପଞ୍ଚ …

Read More »

କନ୍ଦରପୁର କୃଷକ ସେଵା ସମଵାୟ ସମିତିର ସଭାପତି ନିର୍ବାଚିତ ହେଲେ ରାଜୀଵ ଵେଉରା

 କଟକ ସଦର, ୧୦ /୦୭/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ କନ୍ଦରପୁର କୃଷକ ସେଵା ସମଵାୟ ସମିତିର ସଭାପତି ନିର୍ବାଚନ ଆଜି ରବିବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ରାଜୀଵ କୁମାର ଵେଉରା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଉଲ୍ଲାସ ହାତୀଙ୍କ ଠାରୁ ୩ ଟି ଅଧିକ ଭୋଟ ପାଇ ସଭାପତି ନିର୍ବାଚିତ ହୋଇଥିବା ଜଣାପଡିଛି।ଶ୍ରୀ ଵେଉରା ୮ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ହାତୀ ୫ ଖଣ୍ଡ ଭୋଟ ପାଇଥିଲେ। ଏଠାରେ ବିଜେଡି ଵନାମ ବିଜେଡି ମଧ୍ୟରେ ନିର୍ବାଚନ ହେଉଥିବାରୁ …

Read More »

ଜୁନାଗଡ଼ ପେକ୍ସ ଉପସଭାପତି ଭାବେ ନିର୍ବାଚିତ ହେଲେ କ୍ଷୀରୋଦିନି କନ୍ଦପାନ

 ଜୁନାଗଡ଼ ୦୮ /୦୭/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- ଜୁନାଗଡ଼ ପେକ୍ସର ଉପସଭାପତି ଭାବେ  କ୍ଷୀରୋଦିନି କନ୍ଦପାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ କ୍ଷୀରୋଦିନି କନ୍ଦପାନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଅନ୍ୟ କୌଣସି ବ୍ୟକ୍ତି ପ୍ରାର୍ଥୀପତ୍ର ଦାଖଲ କରି ନ ଥିଲେ। ତେଣୁ ଶ୍ରୀମତି କନ୍ଦ ପାନ ନିର୍ଦ୍ୱନ୍ଦରେ ଉପସଭାପତି ନିର୍ବାଚିତ ହେବା ଘୋଷଣା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସଭାପତି ସୁଧାଂଶୁ ଶେଖର ବରାଡ଼ ପେକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ବିଭିଶଣ ମେହେର,ଯଦୁମଣି ଭାଟି, ଭୁପେନ୍ଦ୍ର ଘି, ପରିଚାଳନା ପରିଷଦ ସଭ୍ୟ ସନ୍ତୋଷ …

Read More »