ବିଦ୍ୟାଳୟ ଗୁଡିକ ର ୫ଟି ରୂପାନ୍ତରୀକରଣ କାର୍ୟ୍ୟର ଭୂମି ପୂଜନ
ନକଲି ଡାକ୍ତର ଙ୍କୁ ଧରିପକାଇଲେ ସିଡିଏମ୍ଓ
କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷାବିତ୍ ଗୌରବ ସମ୍ମାନ
କେନ୍ଦ୍ରାପଡ଼ା, ୦୧/୦୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଇନ୍ଦୁପୁର ଗ୍ରାମ୍ୟ ଉତ୍ସବ ପାଳନ ଅବସର ରେ ଇନ୍ଦୁପୁର ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ପାୟଲ ମ୍ୟୁଜିକ ତରଫ ରୁ ଶିକ୍ଷା କ୍ଷେତ୍ର ରେ ଅତୁଳନୀୟ ଅବଦାନ ପାଇଁ ଜିଲ୍ଲା ର ଏକ ମାତ୍ର କେନ୍ଦ୍ରୀୟ ଅନୁଷ୍ଠାନ କେନ୍ଦ୍ରୀୟ ବିଦ୍ୟାଳୟ ର ଶିକ୍ଷକ ଶେଖ୍ ଇଦ୍ରିସ ଅଲି ଙ୍କୁ ଶ୍ରେଷ୍ଠ ଶିକ୍ଷାବିତ୍ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଛି। ସେ ଏହି ସମ୍ମାନ ସମ୍ପାଦକ ଦେବାଶିଷ ସାମଲ ଓ ସଭାପତି ନୀଳମାଧବ ପତି ଙ୍କ ଉପସ୍ଥିତି ରେ …
Read More »ଶିକ୍ଷକ ଙ୍କୁ ମିଳିଲା ଶିକ୍ଷକ ଗୌରବ ସମ୍ମାନ
କେନ୍ଦ୍ରାପଡ଼ା, ୦୧/୦୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ଇନ୍ଦୁପୁର ଗ୍ରାମ୍ୟ ଉତ୍ସବ ପାଳନ ଅବସର ରେ ଇନ୍ଦୁପୁର ସ୍ଥିତ ସାଂସ୍କୃତିକ ଅନୁଷ୍ଠାନ ପାୟଲ ମ୍ୟୁଜିକ ତରଫ ରୁ ଶିକ୍ଷା କ୍ଷେତ୍ର ରେ ଅତୁଳନୀୟ ଅବଦାନ ପାଇଁ ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ମୀର ସମସୁଲ ହକ୍ ଙ୍କୁ ଶିକ୍ଷକ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଅଛି। ଏହି ସମ୍ମାନ ସମ୍ପାଦକ ଦେବାଶିଷ ସାମଲ ଓ ସଭାପତି ନୀଳମାଧବ ପତି ଙ୍କ ଉପସ୍ଥିତି ରେ ବରିଷ୍ଠ ରାଜନେତା ଓ ଅନ୍ତରାଷ୍ଟ୍ରୀୟ କବି ଶ୍ରୀଯୁକ୍ତ …
Read More »ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଦେବଙ୍କ ପୀଠରେ ୪୮ତମ ବିଶ୍ଵଶାନ୍ତି ମହାଯଜ୍ଞ
ନିରାକାରପୁର, ୦୧ /୦୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଦେବଙ୍କ ପୀଠରେ ୪୮ ତମ ବିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହରେ ଆରମ୍ଭ କରାଯାଇଛି। ସିଦ୍ଧେଶ୍ୱର, ରାଇଗୁରୁପୁର, ଗୋପିନାଥପୁର, ଲେଣ୍ଡୋ, ସାମନ୍ତରାପୁର ତଥା ନିକଟସ୍ଥ ବହୁ ଶ୍ରଦ୍ଧାଳୁ କଳଶ ଯାତ୍ରାରେ ଯୋଗଦାନ କରି ଚୁପୁରିଙ୍ଗସ୍ଥ ଦୟାନଦୀ ତୀର୍ଥରୁ ବହୁ ଆଡ଼ମ୍ବରରେ ଶୋଭାଯାତ୍ରାରେ ଆସି ଯଜ୍ଞାରମ୍ଭ କରାଯାଇଛି। ପ୍ରଭୁ ସିଦ୍ଧେଶ୍ୱର ପଶ୍ଚିମେଶ୍ବର ମହାଦେବଙ୍କ ମହିମାରେ ବହୁ ଶ୍ରଦ୍ଧାଳୁ ସିଦ୍ଧି ଲାଭ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛନ୍ତି। …
Read More »ହିରାଖଣ୍ଡ ଏକ୍ସପ୍ରେସରୁ ଚୋରି ଘଟଣାରେ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ
ଖୋର୍ଦ୍ଧା,୧/୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) : ଖୋର୍ଦ୍ଧା ରୋଡ ରେଳଡିଭିଜନ ନିରାକାରପୁର ଜି.ଆର.ପି ଫାଣ୍ଡି ଅନ୍ତର୍ଗତ କାଳୁପଡା ଷ୍ଟେସନ ଠାରୁ ଚୋରି । ଜି.ଆର.ପି ଫାଣ୍ଡି ରେ ଅଭିଯୋଗ ପରେ ମାମଲା ରୁଜ୍ଜୁ ଓ ପୋଲିସର ତଦନ୍ତ ଜାରି।ସୂଚନାରୁ ଜଣାପଡିଛି ଜାନୁଆରୀ ୨୮ତାରିଖରେ ଗଣେଶ ଚନ୍ଦ୍ର ମୁଦୁଲି ନାମକ ଜଣେ ଯୁଵକ ହିରାଖଣ୍ଡ ଏକ୍ସପ୍ରେସ ରେ ରିଜରଭେସନ କରି କୋରାପୁଟ ରୁ ଭୂବନେଶ୍ୱର ଆସୁଥିବା ବେଳେ ସେ ଶୋଇ ପଡିଥିଲେ । ଲୁଟେରା ଜଣଙ୍କ ସୁଯୋଗ ଉଣ୍ଡି କାଳୁପଡା ଷ୍ଟେସନଠାରେ ତାଙ୍କର ଲାପଟପ ଥିବା ଏୟାର …
Read More »ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ସ୍ଵନକ୍ଷତ୍ର ଦିବସରେ ଚଳଚଞ୍ଚଳ ପଦ୍ମବନ ପୀଠ ନେମାଳ
ନିଶ୍ଚିନ୍ତକୋଇଲି, ୦୧/୦୨/୨୦୨୩(ଓଡିଶା ସମାଚାର/ ଅଭୟ ଜେନା ) – “ଶ୍ରୀକ୍ଷେତ୍ରେ ଜନମ ମୋହର ପଦ୍ମବନେ ବାସ, ନେମାଳ ଗ୍ରାମକୁ ଲଭିଲି ପାଳି କୃଷ୍ଣ ଆଦେଶ”। ଇଏ ହେଉଛି ଭବିଷ୍ୟତ ମାଳିକାକାର ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଲେଖନୀ ନିଃସୃତ ବାଣୀ। ଯାହା ପ୍ରଭୁଙ୍କ ଆଦେଶରେ ଏହି ପୀଠରେ ଧ୍ୟାନ ରେ ବସି ଶହ ଶହ ବର୍ଷ ତଳେ ତାଳ ପତ୍ର ପୋଥି ରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଲେଖିଥିବା ବାଣୀ । ଆଜି ସତ୍ୟ ବୋଲି ପ୍ରମାଣିତ ହୋଇଛି ସମଗ୍ର ସମାଜ ରେ। ସମାଜରେ ଘଟୁଥିବା …
Read More »ମଳିପଡା ବାଙ୍ଗୁର ଶିକ୍ଷା ସଦନ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ
ନିରାକାରପୁର, ୦୧ /୦୨/୨୦୨୩ (ଓଡ଼ିଶା ସମାଚାର)- ଛାତ୍ରଛାତ୍ରୀ ଉତ୍ତମ ଚରିତ୍ରବାନ, ଭଲ ମଣିଷ ଓ ଶୃଙ୍ଖଳିତ କ୍ରୀଡାବିତ୍ ହେବା ସହିତ କ୍ରୀଡା ଦ୍ଵାରା ଉତ୍ତମ , ସ୍ବାସ୍ଥ୍ୟବାନ ଶରୀର ଗଠନ, ମନ ପ୍ରଫୁଲ୍ଲ ରହିଥାଏ ବୋଲି ଖୋର୍ଦ୍ଧା ଜିଲ୍ଲା ମଳିପଡା ବାଙ୍ଗୁର ଶିକ୍ଷା ସଦନ ୩୬ତମ ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପ୍ରଧାନ ଶିକ୍ଷୟତ୍ରୀ ପୁରବୀ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ …
Read More »ହିନ୍ଦୁ ସଙ୍ଗଠନ ଗୋରକ୍ଷକଙ୍କ ପକ୍ଷରୁ ଆହତ ଷଣ୍ଢର ଚିକିତ୍ସା
ନିରାକାରପୁର, ୦୧ /୦୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଳବାଇ ଶାସନ ଗ୍ରାମରେ ବୁଲୁଥିବା ଗୁରୁତର ଆହତ ଏକ ଷଣ୍ଢର ଚିକିତ୍ସା କରାଇଛନ୍ତି ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା ଏବଂ ଗୋରକ୍ଷକ। ଗୋଳବାଇ ଅଞ୍ଚଳରେ ବୁଲୁଥିବା ଏହି ଷଣ୍ଢଟି ବିଷୟରେ ଖବର ପାଇ ନିରାକାରପୁର ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା, ଗୋସେବକ ମାନେ ଗୋଳବାଇରେ ପହଞ୍ଚି ଗ୍ରାମର କିଛି ଯୁବକଙ୍କ ସହାୟତାରେ ଷଣ୍ଢଟିକୁ ଠାବ କରି ତାକୁ ଆୟତ କରି ତାର ଚିକିତ୍ସା କରାଇଥିଲେ। ଏଥିରେ ସଙ୍ଗଠନର ପ୍ରମୂଖ କାର୍ଯ୍ୟକର୍ତ୍ତା ମନ୍ମଥ ରଞ୍ଜନ …
Read More »