Saturday , November 27 2021
Breaking News
Home / Blog List Layout

Blog List Layout

ସାମାଜିକ ସହାୟତା ପ୍ରଣାଳୀକୁ ବିକଶିତ ଓ ଦୃଢ଼ୀଭୂତ କଲେ ଦୂର ହୋଇପାରିବ ମହିଳା ହିଂସା

ଭୁବନେଶ୍ୱର,୦୨/୧୧/୨୦୨୧(ଓଡ଼ିଶା ସମାଚାର)-ଦିନକୁ ଦିନ ବଢ଼ୁଥିବା ମହିଳା ହିଂସାକୁ ବିଲୋପ କରିବାକୁ ହେଲେ ଏହାର କାରଣ ଓ ମୂଳ କାରଣ ବାବଦରେ ଉଭୟ ପୁରୁଷ ଓ ମହିଳାଙ୍କୁ ସଚେତନ କରାଇବା ସହିତ ଗୋଷ୍ଠୀ ସ୍ତରରେ ପୀଡ଼ିତାଙ୍କ ପାଇଁ ଏକ ଦୃଢ଼ ସହାୟତା ପ୍ରଣାଳୀର ଆବଶ୍ୟକତା ରହିଛି ବୋଲି ମଙ୍ଗଳବାର ଏଠାରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗଦେଇ ଅତିଥିମାନେ ସୂଚାଇଛନ୍ତି । ସିୱାଇଏସଡି ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟ ଜେଣ୍ଡର ଷ୍ଟଡିଜ ପକ୍ଷରୁ ରାଜ୍ୟର କୋରାପୁଟ, …

Read More »

ଭାରତର ମୁଖ୍ୟ ବିଚାରପତିଙ୍କ ଦ୍ଵାରା ନବ ନିର୍ମିତ ଆଇନ୍ ସେବା ଭବନ ଲୋକାର୍ପିତ

କଟକ, ୨୬/୦୯/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଶନିବାର ଦିନ ଭାରତର ମୁଖ୍ୟ ବିଚାରପତିଙ୍କ ଦ୍ଵାରା ନବ ନିର୍ମିତ ଆଇନ୍ ସେବା ଭବନ ଲୋକାର୍ପିତ ହୋଇଯାଇଛି। ଉଚ୍ଚତମ ନ୍ୟାୟାଳୟର ଅନ୍ୟତମ ବିଚାରପତି ନ୍ୟାୟମୂର୍ତ୍ତି ୟୁ ୟୁ ଲଳିତ ଓ ନ୍ୟାୟମୂର୍ତ୍ତି ଭିନିଟ ସରନ୍, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୂଖ୍ୟ ବିଚାରପତି ଓ ଅନ୍ୟାନ୍ୟ ବିଚାରପତି ମାନଙ୍କ ଉପସ୍ଥିତିରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅତିଥିମାନେ ଉଚ୍ଚ ନ୍ୟାୟାଳୟର ନଥିପତ୍ରର କମ୍ପ୍ୟୁଟରୀକରଣ …

Read More »

“ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କୋଭିଡ ଯୋଦ୍ଧା ସମାନ ଓ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ

ପରଜଙ୍ଗ୨୦/୦୭/୨୦୨୧(ଓଡ଼ିଶା ସମାଚାର): ଆଜି “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ କୋଭିଡ ଯୋଦ୍ଧା ସମାନିତ ଓ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସମସ୍ତ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରିବା ସହ ଆମ ପରିବେଶ ଓ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର …

Read More »

ଗଞ୍ଜେଇ ସହ ଇନୋଭା ଓ ବୋଲେରୋ ଜବତ:ଦୁଇ ଗିରଫ

 ବାଲିଗୁଡା, ୨୦/୦୪/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ ପୂଜାରୀ ଙ୍କ ତତ୍ୱାବଧାନରେ  ବାଲିଗୁଡ଼ା ଏସଆଇ ରବିନ୍ଦ୍ର ମୁଣ୍ଡାରୀ ଓ ଏକ ଟିମ କୋଭିଡ଼ କଟକଣା ପାଇଁ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା  ବୁଡ୍ରୁକିଆ ପଞ୍ଚାୟତର ମାଦିନାଟ ଗ୍ରାମରେ ଗୋଟଏ ଇନୋଭା ଓ ବୋଲେରୋ ଗାଡ଼ିକୁ ଯାଞ୍ଚ କରିବା ସମୟରେ ୨୭୨ କେଜି ଗଞ୍ଜେଇ ସହ ୨ଜଣକୁ ଗିରଫ କରିଥିଲା …

Read More »

ଆସେଲିରେ ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ଦମ୍ପତି ଗୁରୁତର: ଆସନ୍ନ ମୃତ୍ୟୁ ରୁ ବଂଚିଲେ

ନିରାକାରପୁର, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- ହାତୀ ଓ ମଣିଷର ଲଢେଇ ବର୍ତମାନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଂଚଳ ରେ ଏକ ନିତିଦିନିଆ କଥାରେ ପରିଣତ ହେଲଣି । କେତେବେଳେ ହାତୀ ତ ଆଉ କେତେବେଳେ ମଣିଷର ପାଳି ପଡ଼ୁଛି ମୃତ୍ୟୁଯନ୍ତାରେ । ଦୀର୍ଘ ଦିନ ଧରି ଖଜୁରୀପଡ଼ା,ରାମେଶ୍ୱର, ଚିତ୍ରକୂଟ ମୁଣ୍ଡିଆ, ଡ଼ମଣଭୂମି, ଗୟାବନ୍ଧ,ନାଲସିଂହ, କମାଗୁରୁ,ଟାେଙ୍କାଳ ଅଂଚଳରେ ହାତୀପଲ ଏଣେତେଣେ ଖାଦ୍ୟ ଅନେଷ୍ୱଣରେ ଘୁରିବୁଲୁଥିବାବେଳେ ମଣିଷଙ୍କ ବିରୁଦ୍ଧରେ ଶିକାର ହୋଇ ଉଗ୍ରରୂପ ଧାରଣ …

Read More »

ପାରାଦୀପ ର ଦୁଇ ନାବାଳକ ବାଇକ୍ ଚାଳକଙ୍କୁ ୫୨ ହଜାର ଟଙ୍କା ଜୋରିମାନା

ପାରାଦୀପ ୧୯/୦୨/୨୦୨୧ (ଓଡ଼ିଶା ସମାଚାର)-ପାରାଦୀପ ଅଂଚଳ ର ଦୁଇଜଣ ଅମାନିଆ ନାବାଳକ ସ୍କୁଟି ଚାଳକଙ୍କୁ ଆଜି ଧରିଛି ଜଗତସିଂହପୁର ଜିଲ୍ଲା ଆରଟିଓ ଙ୍କ ଏକ ସ୍ୱତନ୍ତ୍ର ଏନଫୋର୍ସମେସଟ ଟିମ୍ । ଶୁକ୍ରବାର ଦିନ ପୂର୍ବାହ୍ନରେ ଦୁଇ ଜଣ ନାବାଳକ ଏକ ସ୍କୁଟି ଓଡି-୨୧-ଏଚ୍-୨୦୫୮ ନେଇ ଯାଉଥିବାବେଳେ ଜଗତସିଂହପୁର ଜିଲ୍ଲା ଆରଟିଓ ଙ୍କ ଏକ ସ୍ୱତନ୍ତ୍ର ଏନଫୋର୍ସମେସଟ ଟିମ୍ ସେମାନଙ୍କୁ ଅଟକାଇଥିଲେ । ଦୁଇ ନାବାଳକଙ୍କ ପାଖରେ ଆବଶ୍ୟକୀୟ ସୁରକ୍ଷିତ ହେଲମେଟ୍ …

Read More »

ଘନ ଘନ ବିଦ୍ୟୁତ କାଟରେ ଅତିଷ୍ଟ ରଘୁନାଥପୁର ର ବିଭିନ୍ନ ଅଂଚଳ

 –ସମସ୍ୟାର ସମାଧାନ ଓ ଏରଣ୍ଡପାଳ ଗ୍ରୀଡ଼ କାର୍ଯ୍ୟକ୍ଷମ ହେବ କେବେ ? ତାରପୁର ୧୬/୦୨/୨୦୨୧ (ଓଡ଼ିଶା ସମାଚାର)- ଜଗତସିଂହପୁର ସେସୁ ବିଭାଗ ଅଧିନରେ ଥିବା ରଘୁନାଥପୁର ସବଡ଼ିଭିଜନ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ଘନ ଘନ ବିଦ୍ୟୁତ କାଟରେ ବିଦ୍ୟୁତ ଉପଭୋକ୍ତାମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗକୁ ଖରାଦିନର ତାତି ବଢ଼ିବା ସହିତ ସ୍କୁଲ ଛାତ୍ର ଛାତ୍ରି ମାନଙ୍କର ପରୀକ୍ଷା ଦେବା ସମୟ । ରଘୁନାଥପୁର ସେସୁ ସବଡ଼ିଭିଜନ୍ …

Read More »

ଓଡ଼ିଶା ବନ୍ଦ କୁ ସମର୍ଥନ କରି ଜିଲ୍ଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ ତରଫରୁ ଚକା ବନ୍ଦ

କଳାହାଣ୍ଡି ୧୫/୦୨/୨୦୨୧( ଓଡିଶା ସମାଚାର /ସଂଜୟ ସିଂହ )- ଆଜି ସକାଳ ୭ ଘଣ୍ଟା ରୁ ଦିବ ୧ ଘଣ୍ଟା ପର୍ୟ୍ୟନ୍ତ କଂଗ୍ରେସ ପକ୍ଷରୁ ଚକା ବନ୍ଦ ଡ଼ାକରା ଦିଆଯାଇଥିଲା। ପିସିସି ସଭାପତି ଙ୍କ ଆହ୍ୱାନରେ ସାରା ଓଡ଼ିଶାରେ ବନ୍ଦ ପାଳନ ହୋଇଥିବାବେଳେ ଭବାନୀପାଟଣା ଠାରେ ମଧ୍ୟ ସମସ୍ତ ଛକ୍ ଠାରେ ମହମ୍ମଦ ସାହେବ୍ ୟୁଥ୍ କଂଗ୍ରେସ୍ ଷ୍ଟେଟ ସେକ୍ରେଟାରୀ ଙ୍କ ତତ୍ତ୍ୱାବଧାନରେ ପେଟ୍ରୋଲ ଡିଜେଲ ଦରଦାମ୍ ର ଅହେତୁକ …

Read More »

ବ୍ୟବସାୟ ପତିଷ୍ଠାନ ଉପରେ ଜିଏସଟି ଚଢାଉ

କେନ୍ଦ୍ରାପଡ଼ା, ୧୩/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହରର କାକଟ ଛକରେ ଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଗୁରୁବାର ଜିଏସଟି ଚଢାଉ କରାଯାଇଥିବା ସୂଚନା ମିଳିଛି  । ଭାରତ ସରକାରଙ୍କ ବିତ ମନ୍ତ୍ରଣାଳୟର ଅଧିକାରୀମାନେ ୩ଟି ଗାଡିରେ ଆସି ଏହି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ  ଚଢାଉ କରିଥିଲେ । ଏହି ଚଢାଉ ବିଳମ୍ବିତ ରାତି ପର୍ଯ୍ୟନ୍ତ  ଚାଲିଥିଲା । ବ୍ୟବସାୟୀ ଜଣକ କୋଟି କୋଟି ଟଙ୍କା ଜିଏସଟି ଫାଙ୍କି ଆସୁଥିବାର  …

Read More »

ପଞ୍ଚାୟତ ହାତକୁଗଲା ଶୌଚାଳୟ

ସାଲେପୁର,୧୧/୦୨/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ସାଲେପୁର ପୁରୁଣା ବସଷ୍ଟାଣ୍ଡ ୧୯୯୭ମସିହାରୁ ସୁଲଭ ଏଣ୍ଟରନ୍ୟାସନଲ ପକ୍ଷରୁ ଶୌଚାଳୟ ପ୍ରତିଷ୍ଠା କରାଯାଇଥିଲା।ଲକ୍ଷାଧିକ ଟଙ୍କା ବିଦ୍ୟୁତବିଲ ବକେୟା ଥିବାରୁ ଦୀର୍ଘଦିନଧରି ତାହା ବନ୍ଦ ରହିଥିଲା। ଫଳରେ ସ୍ଥାନୀୟ ଲୋକେ ତଥା ବାହାରୁ ଯାତାୟତ କରୁଥିବା ଯାତ୍ରୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ। ଚନ୍ଦ୍ରାଦେଇ ପୁର ପଞ୍ଚାୟତ ସରପଞ୍ଚ ଅନିଲ କୁମାର ଦାସ ଏହି ଶୌଚାଳୟ କୁ ପଞ୍ଚାୟତ କୁ ହସ୍ତାନ୍ତର ପାଇଁ ଜିଲ୍ଲାପାଳ ଓ …

Read More »