Sunday , October 1 2023
Home / ତାଜା ଖବର / ଦୁର୍ଘଟଣାରେ ଯୁବକ ଗୁରୁତର

ଦୁର୍ଘଟଣାରେ ଯୁବକ ଗୁରୁତର

ଖୋର୍ଦ୍ଧା,୧୯/୯/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) -୧୬ ନଂ ଜାତୀୟ ରାଜପଥ ବୋତଣ୍ଡା ନିକଟକୁ ସଡକ ଦୁର୍ଘଟଣାରେ ଯୁବକ ଗୁରୁତର ଆହତ । ଗୁରୁତର ଆହତ ଯୁବକ ଜଣକ ଟାଙ୍ଗୀ ଥାନା ଅଂଚଳର ୩୦ ବର୍ଷିୟ ଯୁବକ ବୁଲୁ ବେହେରା ବୋଲି ସୂଚନା ମିଳିଛି। ଏକ ଅଜଣା ଗାଡି ବୁଲୁ ବାଇକ କୁ ଧକ୍କା ଦେଇଥିବା ଜଣାପଡିଛି। ଜଂକିଆ ପୋଲିସ ବୁଲୁ କୁ ଗୁରୁତର ଆହତ ଅବସ୍ଥା ରେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ହସପିଟାଲ ପଠାଇଥିବା ସୂଚନା ଦେଇଛନ୍ତି ଜଂକିଆ ଥାନା ନିରୀକ୍ଷକ।

Leave a Reply

Your email address will not be published. Required fields are marked *