Sunday , October 1 2023
Home / ତାଜା ଖବର / Breaking News : କମିଶନରେଟ୍ ପୋଲିସର ଏନକାଉଣ୍ଟର ରେ ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣା ଆହତ

Breaking News : କମିଶନରେଟ୍ ପୋଲିସର ଏନକାଉଣ୍ଟର ରେ ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣା ଆହତ

କଟକ,୧୫/୦୯/୨୦୨୩ (ଓଡ଼ିଶା ସମାଚାର)- କଟକରେ ପୋଲିସର ଏନକାଉଣ୍ଟର । କମିଶନରେଟ୍ ପୋଲିସ ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ (ମଙ୍ଗୁ)ଏନକାଉଣ୍ଟର କରିଛି । କଟକ ସଦର ଥାନା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ମନୋଜର ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଷସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । କନ୍ଦରପୁରରେ ଗୁଳି କରି ଲୁଟ୍ ଘଟଣାରେ ମନୋଜ ସମ୍ପୃକ୍ତ ଥିଲା ।

Leave a Reply

Your email address will not be published. Required fields are marked *