Friday , September 22 2023
Breaking News
Home / କୃଷି / ନୂଆଗଡ ସେବା ସମବାୟ ସମିତି ଲିଃ ର ସଭାପତି ରବୀନ୍ଦ୍ର 

ନୂଆଗଡ ସେବା ସମବାୟ ସମିତି ଲିଃ ର ସଭାପତି ରବୀନ୍ଦ୍ର 

 ଖୋର୍ଦ୍ଧା,୧୮/୦୮/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ   ନୂଆଗଡ ସେବା ସମବାୟ ସମିତି ଲିଃ ର ସଭାପତି ନିର୍ବାଚନରେ ଶ୍ରୀ ରବୀନ୍ଦ୍ର କୁମାର ଜୟସିଂହ  ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଶ୍ରୀ ସୁଶାନ୍ତ କୁମାର ମଙ୍ଗରାଜ ଙ୍କୁ  ୫ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି  ନୂତନ ସଭାପତି ଭାବେ  ନିର୍ବାଚିତ ହୋଇଛନ୍ତି ।ବିଜୟୀ ସଭାପତିଙ୍କୁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରିସ୍ନା ମାନ୍ଧାତା ଅଭିନନ୍ଦନ ଜଣାଇଲେ। ଏହି ଅବସରରେ ଦଳୀୟ କର୍ମୀମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।

Leave a Reply

Your email address will not be published. Required fields are marked *