କରଂଜିଆ, ୧୪/୦୬/୨୦୨୩ (ଓଡ଼ିଶା ସମାଚାର)- ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଜୁନ୍ ୧୬ ତାରିଖରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ବ୍ୟାଘ୍ର ସଂରକ୍ଷଣ ନିମନ୍ତେ ନିୟମିତ ପରିଚାଳନା କାର୍ଯ୍ୟ କରିବା ପାଇଁ ଜୁନ୍ ୧୬ ତାରିଖରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ।
ତେବେ ଗୁରୁ ଗୁଡ଼ିଆ,କୁମାରୀ,ଜାମୁଆଣି,ରାମ ତୀର୍ଥ ଠାରେ ଥିବା ଇକୋ କମ୍ପ୍ଲେକ୍ସ ଗୁଡ଼ିକରେ ପର୍ଯ୍ୟଟକ ମାନଙ୍କୁ ରାତି୍ର ରହଣି ପାଇଁ ମଳିବ ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଧେଶକ ପ୍ରକାଶ ଚାନ୍ଦ ଗୋନିନେନିଙ୍କ ସୂଚନା ।
Home / ପର୍ଯ୍ୟଟନ ଓ ସଂସ୍କୃତି / ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଜୁନ୍ ୧୬ ତାରିଖରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ