Monday , October 2 2023
Breaking News
Home / ତାଜା ଖବର / ହାତା ଆକ୍ରମଣ ରେ ବ୍ରୁଦ୍ଧା ମ୍ରୁତ

ହାତା ଆକ୍ରମଣ ରେ ବ୍ରୁଦ୍ଧା ମ୍ରୁତ

ଖୋର୍ଦ୍ଧା,୬/୬/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଆଜି ସକାଳୁ ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦଲକ ଗ୍ରାମରେ ଏକ ଅଭାବନୀୟ ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଛି। ହାତୀ ଆକ୍ରମଣ ରେ ଜଣେ ବ୍ରୁଦ୍ଧାଙ୍କ ମ୍ରୁତ୍ୟୁ ଘଟିଛି। ମ୍ରୁତକ ଜଣକ ଦଲକ ଗ୍ରାମର ଦେବରାଜ ହରିଚନ୍ଦନ (୬୫) ପିତା ରଘୁନାଥ ହରଚନ୍ଦନ ।ସେ ସକାଳ ସମୟରେ ଶୌଚ ହେବାକୁ ଯାଉଥିବା ସମୟରେ ହଠାତ୍ ଦନ୍ତାହାତୀ ଦଳି ଚକଟି ମାରି ଦେଇଛି । ଏହି ଖବର ପାଇ  ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ତତକ୍ଷଣାତ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଏହାର ଏକ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା  କରିବା ସହ ମୃତକଙ୍କ ପରିବାର କୁ ଭେଟି ଆଶ୍ଵାସନା ଦେବ। ସହ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ କହିଛନ୍ତି।

Leave a Reply

Your email address will not be published. Required fields are marked *