Monday , October 2 2023
Breaking News
Home / ତାଜା ଖବର / ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା

ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା

ରାଉରକେଲା, ୦୫/୦୬/୨୦୨୩ (ଓଡ଼ିଶା ସମାଚାର)- ଜଣେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୃତ ବ୍ୟବସାୟୀ ହେଉଛନ୍ତି କୁଆଁରମୁଣ୍ଡା ଜମୁନାନାକି ଗାଁ ର ଅମର ଯାଦବ । ଗୋବିରା ଛକରେ ଅମର ଙ୍କୁ ଗୁଲି ମାଡ଼କରି ଦୁର୍ବୃତ ଫେରାର ହୋଇ ଯାଇଥିଲେ । ରାସ୍ତା କଡ଼ରେ ମୃତ ଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ କୁ ଖବର ଦେଇଥିଲେ । ପୋଲିସ ମୃତ ଦେହକୁ ଚିହ୍ନଟ କରିବା ସହିତ ଉଦ୍ଧାର କରିଥିଲେ । ଅମର ଙ୍କ ମୁଣ୍ଡରେ ଗୁଳି ବାଜିଛି । କେଉଁ କାରଣରୁ କିଏ ଗୁଳି କରିଛି, ତାହା ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *