Monday , October 2 2023
Breaking News
Home / ବିଶେଷ / କପିଳେଶ୍ଵର ସେବା ସମିତି ତରଫରୁ ପରିବେଶ ଦିବସ ପାଳିତ

କପିଳେଶ୍ଵର ସେବା ସମିତି ତରଫରୁ ପରିବେଶ ଦିବସ ପାଳିତ

ନିରାକାରପୁର, ୦୫/୦୬/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡିଆ କପିଳେଶ୍ୱର ସେବା ସମିତି ତରଫରୁ ଆଜି କପିଳେଶ୍ଵର ମନ୍ଦିର ନିକଟରେ ବୃକ୍ଷ ରୋପଣ କରି ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଯୁବ ନେତା ରଞ୍ଜନ କୁମାର ଦାଶ ଙ୍କ ଉଦ୍ୟମରେ ଅନୁଷ୍ଠିତ ପରିବେଶ ଦିବସ ରେ ସମିତି ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ।

 

Leave a Reply

Your email address will not be published. Required fields are marked *