Monday , October 2 2023
Breaking News
Home / ବିଶେଷ / ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସମାଜସେବୀ ଗୋଦାବରୀ ଛୋଟରାୟଙ୍କ ପରଲୋକ

ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସମାଜସେବୀ ଗୋଦାବରୀ ଛୋଟରାୟଙ୍କ ପରଲୋକ

  ନିରାକାରପୁର,୦୪/୦୬/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା    ନିରାକାରପୁର ର ମୁରବୀ, ପ୍ରାକ୍ତନ ଖେଳ ଶିକ୍ଷକ ତଥା ସମାଜସେବୀ ଗୋଦାବରୀ ଛୋଟରାୟ ନିଜ ବାସଭବନରେ ରହି ଚିକିତ୍ସା ହେଉଥିବା ଅବସ୍ଥାରେ ଆଜି ପରଲୋକ ହୋଇଯାଇଛି। ସେ ଜଣେ ସରଳ,ମେଲାପି ଓ ପରୋପକାରୀ ମଣିଷ ଥିଲେ। କ୍ରୀଡା ବ୍ୟତୀତ ସେ ନିରାକାରପୁର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହିଥିଲେ। ଦଣ୍ଡ ନାଚ ର ପ୍ରମୁଖ ଦାୟିତ୍ଵ ଦୀର୍ଘ ଦିନ ଧରି ସୁଚାରୁ ରୂପେ ନିଭାଇ ଥିଲେ। ପବିତ୍ର ଦେବସ୍ନାନ ପୂର୍ଣମୀ ରେ  ତାଙ୍କ ମୃତ୍ୟୁରେ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କ ଶେଷ ଦର୍ଶନ କରି   ଜଗନ୍ନାଥ ପବିତ୍ର ଆତ୍ମା ଙ୍କର ବୈକୁଣ୍ଠ ପ୍ରାପ୍ତି କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *