କଟକ ସଦର, ୦୩/୦୬/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ଗତକାଲି ଶୁକ୍ରବାର ରାତିରେ ବାଲେଶ୍ବର ଜିଲ୍ଲାର ବାହାନଗା ଠାରେ ବିଶ୍ୱର ସବୁଠାରୁ ଭୟଙ୍କର ଓ ଛାତିଥରା ରେଳ ଦୁର୍ଘଟଣା ସାରା ଦେଶକୁ ମ୍ରିୟମାଣ କରିଦେଇଛି।
ଏଥିପାଇଁ ରାଜ୍ୟ ସରକାର ଆଜି ଶନିବାରକୁ ଶୋକ ଦିବସ ପାଳନ କରୁଥିବା ବେଳେ କମିଶନରେଟ ମଧୁପାଟଣା ଥାନା ଅନ୍ତର୍ଗତ ସିଏମସି ୫୧ ନମ୍ବର ୱାର୍ଡ ସାର୍ତୋଳ ରେ ସଂଧ୍ୟାରୁ ଆରମ୍ଭ ହୋଇଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ।ଏହାକୁ ସମଗ୍ର ଅଞ୍ଚଳରେ ନିନ୍ଦା କରାଯିବା ସହିତ ପୋଲିସ୍ ଉପରକୁ ଆଙ୍ଗୁଠି ଉଠିଛି।
Home / ବିଶେଷ / ବାହାନଗା ରେଳ ଦୁର୍ଘଟଣା ପାଇଁ ରାଜ୍ୟ ଶୋକ ପାଳନ କରୁଥିବା ବେଳେ ସାର୍ତୋଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ନିନ୍ଦନୀୟ