Monday , October 2 2023
Breaking News
Home / ତାଜା ଖବର / ତାଜା ସୂଚନା – କରମଣ୍ଡଳ ଟ୍ରେନ୍ ଟ୍ରାଜେଡ଼ି : ମୃତ୍ୟୁ ସଂଖ୍ୟା ୨୩୩ କୁ ବୃଦ୍ଧି , ରାଜ୍ୟରେ ଦିନିକିଆ ଶୋକ ଘୋଷଣା କରିଛନ୍ତି ରାଜ୍ୟ ସରକାର – ତଦନ୍ତ ନିର୍ଦ୍ଧେଶ ଦେଲେ ରେଳ ମନ୍ତ୍ରୀ

ତାଜା ସୂଚନା – କରମଣ୍ଡଳ ଟ୍ରେନ୍ ଟ୍ରାଜେଡ଼ି : ମୃତ୍ୟୁ ସଂଖ୍ୟା ୨୩୩ କୁ ବୃଦ୍ଧି , ରାଜ୍ୟରେ ଦିନିକିଆ ଶୋକ ଘୋଷଣା କରିଛନ୍ତି ରାଜ୍ୟ ସରକାର – ତଦନ୍ତ ନିର୍ଦ୍ଧେଶ ଦେଲେ ରେଳ ମନ୍ତ୍ରୀ

ଭୁବନେଶ୍ୱର, ୦୩/୦୬/୨୦୨୩ (ଓଡ଼ିଶା ସମାଚାର)- କରମଣ୍ଡଳ ଟ୍ରେନ୍ ଟ୍ରାଜେଡ଼ି ମୃତ୍ୟୁ ସଂଖ୍ୟା ୨୩୩ ରେ ପହଂଚିଛି । ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ବଢ଼ିବା ଆଶଙ୍କା । ରାଜ୍ୟରେ ଦିନିକିଆ ଶୋକ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସାରା ରାଜ୍ୟରେ ଆଜି ଶୋକ ପାଳନ କରାଯିବ । ଆଜି ସକାଳ ୮ ଟା ରେ ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକ ଘଟଣାସ୍ଥଳକୁ ଯିବେ । ରେଳ ଦୂର୍ଘଟଣାର ତଦନ୍ତ ନିର୍ଦ୍ଧେଶ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାସ୍ଥଳକୁ ଆସୁଛନ୍ତି ।

Leave a Reply

Your email address will not be published. Required fields are marked *