Monday , October 2 2023
Breaking News
Home / ତାଜା ଖବର / ଆଉ ୭ ଟି ମୃତ ଦେହ ଉଦ୍ଧାର , ମୃତ୍ୟୁ ସଂଖ୍ୟା ୩୦୧ କୁ ବୃଦ୍ଧି

ଆଉ ୭ ଟି ମୃତ ଦେହ ଉଦ୍ଧାର , ମୃତ୍ୟୁ ସଂଖ୍ୟା ୩୦୧ କୁ ବୃଦ୍ଧି

ବାଲେଶ୍ୱର, ୦୩/୦୬/୨୦୨୩ (ଓଡ଼ିଶା ସମାଚାର)- ଆଉ ୭ ଟି ମୃତ ଦେହ ଉଦ୍ଧାର । ଆଜି ଅପରାହ୍ନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮୮ ରେ ପହଂଚିଥିଲା । ପରେ ସନ୍ଧ୍ୟାରେ ପ୍ରଥମେ ୬ ଟି ମୃତ ଦେହ ଉଦ୍ଧାର କରାଯାଇଥିଲା । ଏବେ ପୁଣି ଆଉ ୭ ଟି ମୃତ ଦେହ ଉଦ୍ଧାର କରାଯାଇଛି । ଅର୍ଥାତ ସନ୍ଧ୍ୟାରେ ଆଉ ୧୩ ଟି ମୃତ ଦେହ ଉଦ୍ଧାର କରାଯାଇଛି । ପୂର୍ବରୁ ମୃତ୍ୟୁ ସଂଖ୍ୟା ୨୮୮ ରେ ପହଂଚିଥିବାବେଳେ ଆଉ ୧୩ ଟି ମୃତ ଦେହ ଉଦ୍ଧାର କରାଯିବା ପରେ ମୃତ୍ୟୁ ସଂଖ୍ୟା ୩୦୧ ରେ ପହଂଚିଛି ।

Leave a Reply

Your email address will not be published. Required fields are marked *