Monday , October 2 2023
Breaking News
Home / ବିଶେଷ / ସିଆରଆରଆଇ ଥାନାର ହାବିଲଦାରଙ୍କୁ ଅବସରକାଳୀନ ସମ୍ବର୍ଧନା

ସିଆରଆରଆଇ ଥାନାର ହାବିଲଦାରଙ୍କୁ ଅବସରକାଳୀନ ସମ୍ବର୍ଧନା

କଟକ ସଦର ୦୧/୦୬/୨୦୨୩ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କମିଶନରେଟ ସିଆରଆରଆଇ ଥାନାର କାର୍ଯ୍ୟରତ ହାବିଲଦାର ବିଜୟ କୁମାର ମଲ୍ଲିକଙ୍କ ଅବସର ଉପଲକ୍ଷେ ଏକ ସମ୍ବର୍ଧନା ସଭା ବୁଧବାର ରାତିରେ ଗତିରାଉତପାଟଣା ପୃଷ୍ଟି ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅତିରିକ୍ତ ଡିସିପି ଅନିଲ ମିଶ୍ରଙ୍କ ପୈ।ରୋହିତ୍ୟରେ ଆୟୋଜିତ ସମ୍ବର୍ଧନା ସଭାରେ ଅନ୍ୟତମ ଅତିରିକ୍ତ ଡିସିପି ସେକ୍ ସରିବ ଉଦ୍ଦିନ,ଜୋନ ୫ ଏସିପି କୃଷ୍ଣ ଚନ୍ଦ୍ର ସେଠୀ,ଆଇଆଇସି କୃପାସିନ୍ଧୁ ଵରାଡ ପ୍ରମୁଖ ଯୋଗ ଦେଇ ଅବସର ନେଇଥିବା ବିଜୟ ମଲିକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି ପ୍ରଣେତା ପଟ୍ଟନାୟକ,କନ୍ଦରପୁର ଆଇଆଇସି ବିପିନ ବିହାରୀ ହୋତା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *