Monday , October 2 2023
Breaking News
Home / ତାଜା ଖବର / ଗେଷ୍ଟ ହାଉସ ଲିଫ୍ଟ ଛିଣ୍ଡି ଚାରି ଆହତ

ଗେଷ୍ଟ ହାଉସ ଲିଫ୍ଟ ଛିଣ୍ଡି ଚାରି ଆହତ

ସାଲେପୁର,୨୮/୦୫/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ର ମାଛୁଆତି ଠାରେ ଥିବା ଜି. ଏନ ଗେଷ୍ଟ ହାଉସ ର ଲିଫ୍ଟ ଛିଣ୍ଡି ଯିବାରୁ ଏଥିରେ ଥିବା ଚାରିଜଣ ଆହତ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ଖବର ରୁ ପ୍ରକାଶ ଯେ, ସେମାନଙ୍କ ମଧ୍ୟରୁ ତିନିଜଣ ଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ଙ୍କୁ କଟକ ସ୍ଥାନାନ୍ତର କରାଯାଇଥବା ସୂଚନା ମିଳିଛି । ଘଟଣା ଟି ଚର୍ଚ୍ଚା ର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *