Monday , October 2 2023
Breaking News
Home / ତାଜା ଖବର / ଖୋର୍ଦ୍ଧା ରେ ପୁଣି କଳା ପଲସର ଆତଙ୍କ

ଖୋର୍ଦ୍ଧା ରେ ପୁଣି କଳା ପଲସର ଆତଙ୍କ

ଖୋର୍ଦ୍ଧା,୨୬/୫/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) -ଖୋର୍ଦ୍ଧାରେ ପୁଣି ବ୍ଲାକ ପଲସର ଆତଙ୍କ। ଶୁକ୍ରବାର ଦିନ ପ୍ରାୟ ୩ଟା ୫୦ ମିନିଟ୍  ସମୟରେ ସାମନ୍ତରାପୁର ଛକ ପାଟ୍ଟଶାଣୀ କମ୍ପ୍ଲେକ୍ସ ସମ୍ମୁଖରୁ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୭ଲକ୍ଷ ୨୮ହଜାର ଟଙ୍କା ଲୁଟ। ପୋଲିସ ତଦନ୍ତ ଜାରୀ ରଖିଛି।

Leave a Reply

Your email address will not be published. Required fields are marked *