Monday , June 5 2023
Breaking News
Home / ରାଜନୀତି / ବିଜେଡ଼ି ର ଦୁଇ ସମ୍ପାଦକ

ବିଜେଡ଼ି ର ଦୁଇ ସମ୍ପାଦକ

ଭୁବନେଶ୍ୱର, ୨୪/୦୫/୨୦୨୩ (ଓଡ଼ିଶା ସମାଚାର)- ନୂଆପଡ଼ାର ସରୋଜ କୁମାର ସାହୁ ଓ ଖରିଆର ର ରାଜେଶ ନିଗମ ଙ୍କୁ ବିଜୁ ଜନତା ଦଳର ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି । ଏ ସମ୍ପର୍କରେ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.