ଗୁଣୁପୁର,୧୩/୦୫/୨୦୨୩ (ଓଡ଼ିଶା ସମାଚାର)- ଦୁର୍ବୃତଙ୍କ ଗୁଳି ମାଡ଼ରେ ଜଣେ ସ୍ୱେଛାସେବୀ ସଂଗଠନର ନିର୍ଦ୍ଧେଶଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଆଶା ସ୍ୱେଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ସମାଜସେବୀ ଗୌରୀ ମିଶ୍ର ।
ବଂଶଧାରା ନଦୀ ପୋଲ ରେ ଦୁର୍ବୃତ ଗୁଳିମାଡ଼ କରିଥିଲେ । ପୋଲିସ ର ତଦନ୍ତ ଜାରି ।