Monday , June 5 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଜଂକିଆ ଶାଖାର ନୂତନ ଗୃହ କୁ ସ୍ଥାନାନ୍ତରିତ 

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଜଂକିଆ ଶାଖାର ନୂତନ ଗୃହ କୁ ସ୍ଥାନାନ୍ତରିତ 

ନିରାକାରପୁର, ୦୮/୦୫/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ରେ ରହୁଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଆଜି ଠାରୁ ନୂତନ ଗୃହ କୁ ସ୍ଥାନାନ୍ତରିତ ହୋଇଛି। ପୂର୍ବରୁ ଜଂକିଆ ଛଣଗିରି ରାସ୍ତା ନିକଟରେ ରହିଥିଲା। ବର୍ତମାନ ଆଜିଠାରୁ ବ୍ୟାଙ୍କ୍ କୁ ଜଂକିଆ ଥାନା ସାମନାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ନୂତନ ଗୃହ ଉଦଘାଟନ ଉତ୍ସବରେ ଜଂକିଆ ସରପଂଚ ପଙ୍କୋଜୋନି ବଳବନ୍ତରାୟ ଙ୍କ ସମେତ ବ୍ୟାଙ୍କ୍ ର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ନୂତନ ଗୃହ ପ୍ରବେଶ ର ଉଦଘାଟନ କରିଥିଲେ।

Leave a Reply

Your email address will not be published.