Friday , June 9 2023
Breaking News
Home / ନିର୍ବାଚନ / ଝାରସୁଗୁଡ଼ା ଉପ ନିର୍ବାଚନ : ବିଜେପି ର ପ୍ରାର୍ଥି ଆଜି ଓ ବିଜେଡ଼ିର ପ୍ରାର୍ଥି ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ

ଝାରସୁଗୁଡ଼ା ଉପ ନିର୍ବାଚନ : ବିଜେପି ର ପ୍ରାର୍ଥି ଆଜି ଓ ବିଜେଡ଼ିର ପ୍ରାର୍ଥି ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ

ଝାରସୁଗୁଡ଼ା, /୦୪/୨୦୨୩ (ଓଡ଼ିଶା ସମାଚାର)- ଝାରସୁଗୁଡ଼ା ଉପ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥି ହୋଇଥିବା ତରୁଣ ପାଣ୍ଡେ ଗତ ଶନିବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଆଜି ବିଜେପି ପକ୍ଷରୁ ପ୍ରାର୍ଥି ହୋଇଥିବା ଟଙ୍କଧର ତ୍ରିପାଠୀ ନାମାଙ୍କନ ପତ୍ର ଦାଖଲ କରିବେ । ସେହିପରି ଆସନ୍ତା କାଲି ମଙ୍ଗଳବାର ଦିନ ବିଜେଡ଼ି ପକ୍ଷରୁ ପ୍ରାର୍ଥି ହୋଇଥିବା ଦୀପାଳି ଦାସ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

Leave a Reply

Your email address will not be published.