ନିରାକାରପୁର, ୦୧/୦୪/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଡିଆ ପଞ୍ଚାୟତ ବାବା କପିଳେଶ୍ଵର ସେବା ସମିତି ଦ୍ବାରା ଆଜି କୋଲ ସାହି ଛକରେ ଆଣ୍ଠୁଏ ଲେଖାଏଁ ଜମୁଥିବା ପାଣି ଜାଗାରୁ ଡ୍ରେନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରଞ୍ଜନ କୁମାର ଦାଶ ଙ୍କ ସମେତ ଅନ୍ୟ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ। ଓଡ଼ିଶା ସମାଚାର