Monday , June 5 2023
Breaking News
Home / ବିଶେଷ / ବି ଜେ ଡି ନେତା ଙ୍କ ଆକସ୍ମିକ ବିୟୋଗ

ବି ଜେ ଡି ନେତା ଙ୍କ ଆକସ୍ମିକ ବିୟୋଗ

 

ନିଶ୍ଚିନ୍ତକୋଇଲି,୨୮/୦୩/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- ନିଶ୍ଚନ୍ତକୋଇଲି ବ୍ଲକ ଦାଉଦ ପୁର ପଂଚାୟତ, ନାହାଳପୁର ଗ୍ରାମର ସେକ ସମୀର ଉଦିନ (୬୫)ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତି ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦାଉଦପୁର ପଂଚାୟତ ର ବିଜେଡି ସଭାପତି ଭାବେ କାର୍ୟ୍ୟ ତୁଲାଉଥିଲେ  ଏବଂ କାକୁଡିଆପଡା ବସ୍ତି ର ସର୍ଦାର ଭାବେ ଭଲ ଭାବରେ କାର୍ୟ ତୁଳାଇଥିଲେ  । ତାଙ୍କ ମରଶରୀର ନିକଟରେ  ଦାଉଦ ପୁର ସରପଞ୍ଚ ଲଳିତେନ୍ଦୁ ବିଶୋଇ ଏବଂ ପୂର୍ବତନ ଜିଲ୍ଲାପରିଷଦ ହିମାଂଶୁ ଶେଖର ମହାନ୍ତି, ପୂର୍ବତନ ସରପଞ୍ଚ ଦିବାକର ସହୁ ଏବଂ ସନ୍ତୋଷ କୁମାର ମହାନ୍ତି ଓ ମିଟୁ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଶେଷରେ ବିରାଟ ଶୋଭା ଯାତ୍ରାରେ ସିଦଳ ନିକଟ କବରସ୍ଥାନ ଙ୍କୁ ନିଆଯାଇଥିଲା ।

Leave a Reply

Your email address will not be published.