ନିରାକାରପୁର, ୨୭/୦୩/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ରେଳ ମଣ୍ଡଳ ନିରାକାରପୁର ରେଳବାଇ ଫାଣ୍ଡି ଅଧିନ ମୁକ୍ତେଶ୍ଵର ରେଳ ଷ୍ଟେସନ ଅନତି ଦୂରରେ ରେଳ ଧାରଣା ପାର୍ଶ୍ୱରେ ଅଜଣା ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର ହୋଇଛି। ମୃତକ ନୀଳ ରଙ୍ଗର ଜିନ ପ୍ୟାଣ୍ଟ ଓ ଧଳା ରଙ୍ଗର ଚେକ ଶାର୍ଟ ପିନ୍ଧିଛନ୍ତି । ମୃତ୍ୟୁର କାରଣ ଜଣା ପଡ଼ିନାହିଁ ।