Monday , June 5 2023
Breaking News
Home / ବିଶେଷ / ନଵ ନିଯୁକ୍ତ ରାଜ୍ୟ ଵିଜେପି ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ସୈ।ଜନ୍ୟ ସାକ୍ଷାତ କରି ସମ୍ବର୍ଧନା ଜଣାଇଲେ ପ୍ରକାଶ ସେଠୀ

ନଵ ନିଯୁକ୍ତ ରାଜ୍ୟ ଵିଜେପି ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ସୈ।ଜନ୍ୟ ସାକ୍ଷାତ କରି ସମ୍ବର୍ଧନା ଜଣାଇଲେ ପ୍ରକାଶ ସେଠୀ

କଟକ ସଦର , ୨୭/୦୩/୨୦୨୩ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା) – ଆଗାମୀ ସାଧାରଣ ନିର୍ବାଚନରେ ବିଜେପିରୁ କଟକ ସହରରେ ପ୍ରାର୍ଥୀ ହେଵାକୁ କଳ ବଳ କୈ।ଶଳକୁ ଏକାକାର କରି ନିଜର ସାମାଜିକ ସଂଗଠନ ‘ ଉତ୍କଳ ବିକାଶ ପରିଷଦ ‘ ମାଧ୍ୟମରେ ସଂଗଠନକୁ ତ୍ୱରାନ୍ୱିତ କରିଥିବା ସଭାପତି ଇଂ ପ୍ରକାଶ ଚନ୍ଦ୍ର ସେଠୀ ଇତିମଧ୍ୟରେ ରାଜ୍ୟ ଓ କେନ୍ଦ୍ରର ବହୁ ହେଭିୱଟ୍ ନେତାଙ୍କ ସମ୍ପର୍କରେ ଆସିଥିବା ଜଣାପଡିଛି।ଏହି ପରିପ୍ରେକ୍ଷୀରେ ରାଜ୍ୟର ନବ ନିଯୁକ୍ତ ବିଜେପି ସଭାପତି ମନମୋହନ ସାମଲ ଓ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସୈ।ଜନ୍ୟ ମୂଳକ ସାକ୍ଷାତ କରି ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

Leave a Reply

Your email address will not be published.