Monday , June 5 2023
Breaking News
Home / ତାଜା ଖବର / ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଖୋର୍ଦ୍ଧା,୨୬/୩/୨୩(ଓଡ଼ିଶା ସମାଚାର/ ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ଛଣଗିରି ପଂଚାୟତ ଦେଉଳି ଗ୍ରାମରେ ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଜ ଘରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥା ରେ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ହଜ ହସପିଟାଲ କୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ହେଉଛନ୍ତି ଦେଉଳି ଗ୍ରାମର ୨୦ ବଯସ୍କ ଯୁବତୀ ଝୁମୁରି ପ୍ରଧାନ। ପରିବାର ଲୋକେ ତରବରିଆ ଭାବେ ଗ୍ରାମ ଶ୍ମଶାନରେ ଝୁମୁରି ଙ୍କ ଶବ ସତ୍କାର କରିଥିବାକୁ ନେଇ ଘଟଣା ସଂପର୍କ ରେ ସନ୍ଦେହ ସ୍ରୁଷ୍ଟି କରିଛି ।

 

Leave a Reply

Your email address will not be published.