Friday , June 9 2023
Home / ବିଶେଷ / ୪ ଜଣ ୱାରେଂଟି ଗିରଫ

୪ ଜଣ ୱାରେଂଟି ଗିରଫ

 ଭୁବନ ୨୧/୦୩/୨୦୨୩ (ଓଡ଼ିଶା ସମାଚାର)- ଅତିରିକ୍ତ ଜିଲା ଜଜ୍ , କାମାକ୍ଷାନଗର ଙ୍କ କୋର୍ଟରୁ ସିଟି(ଏସଏସ) ୪୮/୨୦୧୭ କେଶ ରେ ଜାମିନ ବିହୀନ ପରୱାନା ପାଇ ଭୁବନ ଥାନା ତରଫରୁ ଗତ ରବିବାର ରାତି ଆଇ ଆଇ ସି ସୌଭାଗ୍ୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଭୁବନ ପୋଲିସ ଜୟପୁର ଗ୍ରାମରେ ଚଢାଉ କରି ବେଲ ବେହେରା , ମାନସ ବେହେରା , ବିପିନ ବେହେରା ଓ ବିଜୟ ଓରଫ ବିଚି ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଉପରୋକ୍ତ ବ୍ୟକ୍ତି ମାନଙ୍କ ନାମରେ ୨୦୧୭ ମସିହାରେ ଏକ ହତ୍ୟା ଅଭିଯୋଗ ଥିଲା । ଆଗାମୀ ଦିନରେ ମଧ୍ୟ ଏହିଭଳି ଚଢାଉ ଅବ୍ୟାହତ ରହିବ ବୋଲି  ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.