Monday , June 5 2023
Breaking News
Home / ତାଜା ଖବର / ମାଓ ସାମଗ୍ରୀ ଜବତ

ମାଓ ସାମଗ୍ରୀ ଜବତ

କୋରାପୁଟ, ୨୧/୦୩/୨୦୨୩ (ଓଡ଼ିଶା ସମାଚାର)- କୋରାପୁଟ ପୁଲିସ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରୁ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରିଛି । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି କୋରାପୁଟ ଏସ୍ପିଙ୍କ ନିର୍ଦେଶ କ୍ରମେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍ କରାଯାଇ ଏହି ମାଓ ସାମଗ୍ରୀ ଜବତ କରାଯାଇଛି । ଡିଭିଏଫ୍ ଯବାନ ଓ ବୋମା ନିଷ୍କ୍ରିୟକାରୀ ଟିମ୍ର ସଦସ୍ୟମାନେ ଏହି କମ୍ବିଂ ଅପରେସନ୍ ରେ ସାମିଲ ଥିଲେ। ୫ ବଣ୍ଡଲ ତାର, ୧୫ଟି ୱାକିଟକି, ୧୦୦ଟି ଡେଟନେଟର, ୩ଟି ଷ୍ଟିଲ କଣ୍ଟେନର ଜବତ ହୋଇଛି ।

 

Leave a Reply

Your email address will not be published.