Tuesday , March 28 2023
Breaking News
Home / ତାଜା ଖବର / ଗୋଟିଏ ମୋରମ ବୋଝେଇ ହାଇୱା ଜବତ ଜଣେ ଗିରଫ

ଗୋଟିଏ ମୋରମ ବୋଝେଇ ହାଇୱା ଜବତ ଜଣେ ଗିରଫ

ନିରାକାରପୁର, ୦୭/୦୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳରେ  ବେଆଇନ ଖଣି କାରବାର ବଢୁଥିବା ବେଳେ ନିରାକାରପୁର   ପୋଲିସ ଏହାକୁ ଦମନ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଆଜି  ନିରାକାରପୁର ଥାନା ଖବର ପାଇ ଗୋଟିଏ ଓଆର ୦୪ଏଚ ୫୬୯୫ ନମ୍ବର ମୋରମ ବୋଝେଇ  ହାଇୱାକୁ ନିରାକାରପୁର ରେଳ ଫାଟକ ନିକଟରୁ    ଜବତ କରିବା ସହ ଗାଡି ଡ୍ରାଇଭରକୁ ଗିରଫ କରିଛି ଗିରଫ ବ୍ୟକ୍ତି ନିରାକାରପୁର ଚନ୍ଦନପୁର ଗ୍ରାମ ର ଦୁଷ୍ମନ୍ତ ପ୍ରଧାନ । ଦୁଷ୍ମନ୍ତ ନାମରେ କେଶ ନମ୍ବର ୩୪/୨୨ରେ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୁତ୍ରରୁ ଜଣାପଡିଛି।

Leave a Reply

Your email address will not be published.