Sunday , March 26 2023
Breaking News
Home / ବିଶେଷ / ଶିବ ସନ୍ଦେଶ ରଥ ଉଦଘାଟିତ

ଶିବ ସନ୍ଦେଶ ରଥ ଉଦଘାଟିତ

ଖୋର୍ଦ୍ଧା, ୦୬/୦୨/୨୦୨୩ (ଓଡିଶା ସମାଚାର/ଦୀପକ ପ୍ରଧାନ) : ଖୋରଧା ଜିଲ୍ଲା ଜଙ୍କିଆ ସ୍ଥିତ ପ୍ରଜାପତି ବ୍ରହ୍ମ କୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ଶିବ ସନ୍ଦେଶ ରଥ ଉଦଘାଟିତ  ହୋଇଯାଇଛି । ଏହି ରଥ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ  ପ୍ରତି ଗାଁକୁ ଯିବା ସହ  ଶିବବାବା ଙ୍କ ସନ୍ଦେଶ ପ୍ରଦାନ କରିବେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମହିଳା ନେତ୍ରୀ ବାସନ୍ତୀ ମହାପାତ୍ର ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପଙ୍କଜିନି ବଳବନ୍ତରାୟ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।ଏହି ରଥକୁ ପ୍ରତି ଗ୍ରାମରେ ବନ୍ଦାପନା କରି ଗାଁ ପାଛୋଟି ନେଇଥିଲେ ଗ୍ରାମବାସୀ ।

Leave a Reply

Your email address will not be published.