ଖୋର୍ଦ୍ଧା,୩୦/୧/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) : ଖୋର୍ଦ୍ଧା ରାମେଶ୍ୱର-ପୁରୀ ନୂଆ ଜଗନ୍ନାଥ ସଡକ ନିରାକାରପୁର ଠାରେ ରାସ୍ତା ରୋକ। ନିରାକାରପୁର ରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ସେବା,୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ,ନିଶା କାରବାର ବନ୍ଦ,ନିରାକାରପୁର ରେଳ ଫାଟକ ଠାରେ ଓଭରବ୍ରିଜ ନିର୍ମାଣ ଆଦି ଦାବିରେ ୨୪ଘଣ୍ଟିଆ ରାସ୍ତା ରୋକ। ରାସ୍ତା ରୋକ କରିଛନ୍ତି ନିରାକାରପୁର ଅଂଚଳବାସୀ।