Sunday , March 26 2023
Breaking News
Home / ବିଶେଷ / ଭୂଷଳ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ

ଭୂଷଳ ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ

ଭୁବନ,୨୯/୦୧/୨୦୨୩ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଭୁଷଳ ଗ୍ରାମର ଲୋକନାଥେଶ୍ୱର ଶିବ ମନ୍ଦିର ଠାରେ ମାଘ ସପ୍ତମୀ ଅବସରରେ ତିନି ଦିନ ବ୍ୟାପୀ ଅଷ୍ଟପ୍ରହର ନାମ ସଂକୀର୍ତନ ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଶ୍ରୀପଂଚମୀ ଦିନ ଶୁଭ ଅଧିବାସ ଓ କଳସ ସ୍ଥାପନ, ଷଷ୍ଠୀ ଦିନ ନାମଯଜ୍ଞ, ସ ̄ମୀ ଦିନ ରାଧାକୃଷ୍ଣଙ୍କୁ ନଗର ସଂକୀର୍ତନରେ ଗ୍ରାମ ପରିକ୍ରମା କରାଯାଇଥିଲା । ଭକ୍ତମାନଙ୍କ ସହଯୋଗରେ ପ୍ରତିଦିନ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଭୁବନ ଓ ସୁକିନ୍ଦା ଅଂଚଳରୁ ୨୦ଟି ପୁରୁଷ ଓ ମହିଳା ନାମ ସଂକୀର୍ତନ ଦଳ ଏହି ଉତ୍ସବରେ ଯୋଗ ଦେଇ ନାମସଂକୀର୍ତନ ପରିବେଷଣ କରିଥିଲେ । ସତ୍ୟସାଇ ସେବା ସମିତି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

 

Leave a Reply

Your email address will not be published.