Sunday , March 26 2023
Breaking News
Home / ବିଶେଷ / ଡ. ହୁସେନ ରବିଗାନ୍ଧୀଙ୍କ ବିୟୋଗରେ ସ୍ମୃତିଚାରଣ ସଭା ଓ ମହମବତୀ ଶୋଭାଯାତ୍ରା

ଡ. ହୁସେନ ରବିଗାନ୍ଧୀଙ୍କ ବିୟୋଗରେ ସ୍ମୃତିଚାରଣ ସଭା ଓ ମହମବତୀ ଶୋଭାଯାତ୍ରା

ଯାଜପୁର,୨୯/୦୧/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର):- କୋରେଇ ବ୍ଲକ ଅନ୍ତର୍ଗତ ହଳଦିଗଡିଆ ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଅନିଲ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍କୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା .ଉକ୍ତ ଉତ୍ସବରେ ଗ୍ରାମର ମୁରବି ମହେନ୍ଦ୍ର କୁମାର ମହାନ୍ତି ଭାନୁଦେବ ମିଶ୍ର ପ୍ରଦେଶ  ଙ୍କଗ୍ରସ କମିଟିର ମିଡ଼ିଆସେଲର ମୁଖପାତ୍ର ପଦ୍ମାକର ଗୁରୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲା ବେଳେ ଶିକ୍ଷାବିତ ନବଘନ ସ୍ଵାଇଁ ଶିବ ଚରଣ ବେହେରା ସରୋଜ କୁମାର ମହାନ୍ତି ସୟଦ ସିରାଜ ଅଲ୍ଲୀ କାହ୍ନୁ ଚରଣ ନାଥ ମିର୍ଜା ମନସୁର ବେଗ ଚିତ୍ତରଂଜନ ବରାଳ ଏସ ୟଜଦାନ.ସୟଦ ସୁହେବ ଅଲ୍ଲୀ ପ୍ରମୁଖ ଦିବଂଗତ ଆତ୍ମାଙ୍କର ସ୍ମୃତିଚାରଣ କରିଥିଲେ ଉକ୍ତ ସ୍କୃତିଚାରଣ ସଭାଟିକୁ ସାମ୍ବାଦିକ ଭୁବନ ମୋହନ ମହାନ୍ତି ପରିଚାଳନା କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ .ଉକ୍ତ ଉତ୍ସବରେ ଗୋକୁଳାନନ୍ଦ ଦାସ ପୁରୁଷୋତ୍ତମ ବିଶ୍ଵାଳ ଅଧର ଚନ୍ଦ୍ରନାଥ ସନ୍ତୋଷ କୁମାର ମହାନ୍ତି ସୁଧାଂଶୁ କୁମାର ବିଶ୍ଵାଳ ରମେଶ ଚନ୍ଦ୍ର ନାଥ ମଦନ ମହାପାତ୍ର ହରିହର ମୁଦୁଲି ଗୋପିନାଥ ବିଶ୍ଵାଳ ବିଚିତ୍ରା ମହାନ୍ତି . ସାମ୍ବାଦିକ ନିଗମ ପ୍ରସାଦ ନାଥ ପ୍ରମୁଖ ଯୋଗ ଦେଇଥିଲେ । ସ୍ମୃତିସଭା ପରେ ତାଙ୍କର ସ୍ମୃତିଉଦ୍ଦେଶ୍ୟରେ ଏକ ମହମବତୀ ଶୋଭାଯାତ୍ରା ପଞ୍ଚାୟତ କାର୍ଯ୍ୟାଳୟରୁ ବାହାର କରାଯାଇଥିଲା ।

Leave a Reply

Your email address will not be published.