Tuesday , March 28 2023
Breaking News
Home / କ୍ରୀଡ଼ା / ଭୁବନ ବ୍ଲକ ଜିଲାସ୍ତରୀୟ ଫୁଟବଲ ଟ୍ରଫି ବିଜେତା

ଭୁବନ ବ୍ଲକ ଜିଲାସ୍ତରୀୟ ଫୁଟବଲ ଟ୍ରଫି ବିଜେତା

ଭୁବନ ୨୮/୦୧/୨୦୨୩ (ଓଡ଼ିଶା ସମାଚାର)- ଜିଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟରେ ଭୁବନ ବ୍ଲକ ବିଜେତା ହୋଇଛି । ଓଡାପଡା ବ୍ଲକ କୁ ପେନାଲଟି ସଟ ଜରିଆରେ ପରାସ୍ତ କରି ଭୁବନ ଟାଇଟେଲ ହାସଲ କରିଥିଲା । ଜିଲାପାଳ ସରୋଜ କୁମାର ସେଠୀ ଏଥି ନିମନ୍ତେ ବିଜେତା ଭୁବନ ବ୍ଲକ କୁ ଟ୍ରଫି ସହ ୫ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ । ଭୁବନ ବିଡିଓ କଲ୍ୟାଣ ସୌରଭ ଦାଶ ଙ୍କ ସହିତ ଏଡିଏମ , ପିଡି ଡିଆରଡିଏ , ଆଡିସିନାଲ ପିଡି , ଓଡାପଡା ଏବଂ ସଦର ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.