Tuesday , March 28 2023
Breaking News
Home / ରାଜନୀତି / ପି. ଏମ୍ ଆବାସ ଯୋଜନା ଅନୀୟମୀତତା ବିରୁଦ୍ଧରେ ବିଡିଓଙ୍କୁ ସ୍ମାରକ ପତ୍ର

ପି. ଏମ୍ ଆବାସ ଯୋଜନା ଅନୀୟମୀତତା ବିରୁଦ୍ଧରେ ବିଡିଓଙ୍କୁ ସ୍ମାରକ ପତ୍ର

ଖୋର୍ଦ୍ଧା,୨୫/୧/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) : ଆଜି ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ତଥା ଭୁବନେଶ୍ୱର ସାଂସଦ ପ୍ରତିନିଧି ହେମନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳ ରୂପାୟନ ପାଇଁ ଟାଙ୍ଗୀ ବିଡିଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ସଭାପତି ରଶ୍ମିରଂଜନ ମହାପାତ୍ର, ରାଜ୍ୟ ପରିଷଦ ସଭ୍ୟ ରଘୁନାଥ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତ୍ୟନାରାୟଣ ପରିଡା, ଜିଲ୍ଲା କାର୍ଯକାରିଣୀ ସଦସ୍ୟ ମଞ୍ଜୁଲତା ଇନ୍ଦ୍ରଜିତ୍, ପୂର୍ବତନ ସରପଞ୍ଚ ମିତ୍ରଭାନୁ ସୁବୁଦ୍ଧି, ଭଗବାନ ସେଠ, ସମରଜିତ ଜେନା, ଆଲୋକ ପଟନାୟକ, ରମେଶ ମହାପାତ୍ର, ଅକ୍ଷୟ ବାରିକ ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published.