Thursday , March 30 2023
Breaking News
Home / ବିଶେଷ / ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ସହିତ ଆଲୋଚନା କଲେ ଜିଲା ପଂଚାୟତ ସମିତି ଅଧ୍ୟକ୍ଷ ସଂଗଠନର କର୍ମକର୍ତା

ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ସହିତ ଆଲୋଚନା କଲେ ଜିଲା ପଂଚାୟତ ସମିତି ଅଧ୍ୟକ୍ଷ ସଂଗଠନର କର୍ମକର୍ତା

କେନ୍ଦ୍ରାପଡ଼ା, ୨୧/୦୧/୨୦୨୩ (ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନଙ୍କୁ ନେଇ ଗଠିତ ଜିଲା ପଂଚାୟତ ସମିତି ଅଧ୍ୟକ୍ଷ ସଂଗଠନର ସଭାପତି ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ସମ୍ପାଦକ ଅଭୟ କୁମାର ମହାରାଜ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମୃତ ରିତୁରାଜ ଓ ପ୍ରକଳ୍ପ ନିର୍ଦ୍ଦେଶକ ରାଜିବ ଲୋଚନ ପଣ୍ଡା ଙ୍କୁ ପଞ୍ଚାୟତ ସମିତି ର ବିଭିନ୍ନ ସମସ୍ୟା ଓ ପ୍ରଶାସନ ଏବଂ ପଞ୍ଚାୟତ ସମିତି ର ମିଳିତ ସହଯୋଗରେ ପଞ୍ଚାୟତ ସମିତି ର ବିକାଶ ପାଇଁ ଭେଟି ଆଲୋଚନା କରିବା ସହ ଆଭ୍ୟନ୍ତରୀଣ ସମସ୍ୟା ଉପରେ ଗୁରୁତ୍ଵ ଆରୋପ କରିଥିଲେ। ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published.