Thursday , February 2 2023
Breaking News
Home / ତାଜା ଖବର / ଏକାଦଶାହ ଭୋଜି ଖାଇ ତିରିଶ ରୁ ଉର୍ଧ୍ଵ ଆକ୍ରାନ୍ତ  ମେଡିକାଲଭର୍ତ୍ତି : ଚିକିତ୍ସା ଜାରୀ

ଏକାଦଶାହ ଭୋଜି ଖାଇ ତିରିଶ ରୁ ଉର୍ଧ୍ଵ ଆକ୍ରାନ୍ତ  ମେଡିକାଲଭର୍ତ୍ତି : ଚିକିତ୍ସା ଜାରୀ

ଲେପୁର,୧୮/୦୧/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ସାଲେପୁର ବ୍ଲକ ମହାଜନ ପୁର ପଞ୍ଚାୟତ ଲକ୍ଷ୍ମୀ ନାରାୟଣ ପୁର ଗ୍ରାମରେ ଏକାଦଶାହ ଭୋଜି ଖାଇ ୩୦ରୁ ଉର୍ଧ୍ଵ ଅସୁସ୍ଥ ହୋଇ ସାଲେପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଧୀନ ଥିବା ଜଣାପଡିଛି । ପ୍ରକାଶ ଯେ,  ଭୋଜି ଖାଇବା ପରେ ଅଧିକାଂଶ ଲୋକ ଝାଡ଼ାବାନ୍ତି ସହ ଅସୁସ୍ଥ ହୋଇ ପଡ଼ିଥିଲେ । ଆଜି ଅଧିକାଂଶ ଙ୍କୁ ସାଲେପୁର ସମେତ ଗୁରୁତର ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ମହିଳା, ବାଳକ ବାଳିକା ରହିଥିବା ସୂଚନା ମିଳିଛି ।

Leave a Reply

Your email address will not be published.