ଲେପୁର,୧୮/୦୧/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ସାଲେପୁର ବ୍ଲକ ମହାଜନ ପୁର ପଞ୍ଚାୟତ ଲକ୍ଷ୍ମୀ ନାରାୟଣ ପୁର ଗ୍ରାମରେ ଏକାଦଶାହ ଭୋଜି ଖାଇ ୩୦ରୁ ଉର୍ଧ୍ଵ ଅସୁସ୍ଥ ହୋଇ ସାଲେପୁର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଧୀନ ଥିବା ଜଣାପଡିଛି ।
ପ୍ରକାଶ ଯେ, ଭୋଜି ଖାଇବା ପରେ ଅଧିକାଂଶ ଲୋକ ଝାଡ଼ାବାନ୍ତି ସହ ଅସୁସ୍ଥ ହୋଇ ପଡ଼ିଥିଲେ । ଆଜି ଅଧିକାଂଶ ଙ୍କୁ ସାଲେପୁର ସମେତ ଗୁରୁତର ଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ମହିଳା, ବାଳକ ବାଳିକା ରହିଥିବା ସୂଚନା ମିଳିଛି ।