Thursday , February 2 2023
Breaking News
Home / କୃଷି / ଚାଷୀମାନଙ୍କର ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଚୟନ

ଚାଷୀମାନଙ୍କର ସାଧାରଣ ବୈଠକ ଓ ନୂତନ କର୍ମକର୍ତା ଚୟନ

ନିରାକାରପୁର, ୧୫/୦୧/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲା ନିରାକାରପୁର ପଂଚାୟତରେ ରବିବାର ଦିନ ଚାଷୀ ମାନଙ୍କୁ ନେଇ ଏକ ବୈଠକ ହେବା ସହିତ ନୂତନ କର୍ମକର୍ତା ଚୟନ କରାଯାଇଛି । ୨୧ ଜଣ ପରିଚାଳନା କମିଟିରେ ରହିଥିବା ବେଳେ ୭ଜଣ କୋର କମିଟିରେ ରହିଛନ୍ତି । ତେବେ ସଭାରତି ଭାବରେ ବିଜୟ କୁମାର ଜୟସିଂହ,ଉପସଭାପତି- ଭାସ୍କର ପ୍ରଧାନ,କାବୁ ପ୍ରଧାନ ,ସମ୍ପାଦକ-ଡମ୍ବରୁଧର ପରିଡା,ସହ ସମ୍ପାଦକ-ଆଶିଷ ସାହୁ ଓ ସନ୍ତୋଷ ବେହେରା,କୋଷାଧ୍ୟକ୍ଷ-ବିପିନ ରାଉତରାୟ ପ୍ରମୁଖଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା ମଣ୍ଡଳୀରେ ବିପିନ ଜୟସିଂହ,ରବିନ୍ଦ୍ର କୁମାର ରାଉତରାୟ,ରବି ମାଝି ଓ ଅଇଁଠା ରାଉତରାୟ ପ୍ରମୁଖ ଚୟନ ହୋଇଛନ୍ତି । ସେଶରେ ସ୍ୱପ୍ନେଶ୍ୱର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.