Friday , February 3 2023
Home / ଶିକ୍ଷା / ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଭୁବନ ର ଦ୍ୱିତୀୟ ପର୍ଯ୍ୟାୟ ବନବିହାର ଅନୁଷ୍ଠିତ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଭୁବନ ର ଦ୍ୱିତୀୟ ପର୍ଯ୍ୟାୟ ବନବିହାର ଅନୁଷ୍ଠିତ

ଭୁବନ ୨୪/୧୨/୨୦୨୨ (ଓଡ଼ିଶା ସମାଚାର)- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଭୁବନର ଦ୍ୱିତୀୟ ପର୍ଯ୍ୟାୟ ବନବିହାର କାର୍ଯ୍ୟକ୍ରମ ଢେଙ୍କାନାଳ ସ୍ଥିତ ସପ୍ତଶଯ୍ୟା ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ର ପୂର୍ଣ୍ଣ ସହଯୋଗ ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଶ୍ରୀ ଇନ୍ଦୁଲତା ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଂଚମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁ ଭାଇ ଭଉଣୀ ,ସମସ୍ତ ଗୁରୁଜୀ , ଗୁରୁମା , ସେବିକା ଓ ବାହନଚାଳକ ଙ୍କ ସମେତ ସମୁଦାୟ ୧୩୦ ଜଣ ଯୋଗଦେଇଥିଲେ । ସଂଧ୍ୟା ୬.୩୦ ଘଟିକା ସମୟରେ ଶିଶୁ ମାନେ ସ୍ୱଗୃହକୁ ଫେରିଥିଲେ ।

Leave a Reply

Your email address will not be published.