କଟକ ସଦର, ୨୨/୧୨/୨୦୨୨ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗରର ଅଗ୍ରଣୀ ଇଂରାଜୀ ମାଧ୍ୟମ ଡିଏଭି ଇଣ୍ଟର ନ୍ୟାସନାଲ ସ୍କୁଲର ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ପ୍ରିନ୍ସପାଲ ସୁଜାତା ସେଠୀଙ୍କ ପୈ।ରୋହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ଶିକ୍ଷାବିତ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ, ମହମ୍ମଦ ଅଫସର୍,ସେକ୍ ସରୱ।ର ଅଲ୍ଲି,ଲତିଫର ରହେମନ,ପ୍ରଦୋଶ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଭାଇସ ପ୍ରିନ୍ସପଲ ସାହେଵା ଅଂଜୁମ୍, ସରିତା ମହାନ୍ତି, ଆକର୍ଷିତା ପ୍ରିୟଦର୍ଶିନୀ, ସୋନାଲି ମହାନ୍ତି, ଜାଗତିକା ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, ସ୍ଥିତପ୍ରଜ୍ଞା ଶତପଥି,ସୈ।ମ୍ୟରଂଜନ ପୃଷ୍ଟି, ବନିତା ମହାରଣାଙ୍କ ସମେତ ସମସ୍ତ ଅନ୍ତେବାସୀ ସହାୟତା ଯୋଗାଇ ଥିଲେ ।