Thursday , February 2 2023
Breaking News
Home / ବିଶେଷ / ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଶ୍ରୀ ମାନସ କୁମାର ସାହୁ ଙ୍କ ଦ୍ୱାରା ନିର୍ମିତ Sand Art Park

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଶ୍ରୀ ମାନସ କୁମାର ସାହୁ ଙ୍କ ଦ୍ୱାରା ନିର୍ମିତ Sand Art Park

ପୁରୀ ୨୨/୧୨/୨୦୨୨ (ଓଡ଼ିଶା ସମାଚାର)- ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଶ୍ରୀ ମାନସ କୁମାର ସାହୁ ଙ୍କ ଦ୍ୱାରା ନିର୍ମିତ Sand Art Park କୁ ଆଜି ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଉଦଘାଟନ କରିଛନ୍ତି |

ଏ ବର୍ଷ ୟୁରୋ୍ପିୟାନ ଢାଞ୍ଚା ରେ ବାଲୁକା ମୂର୍ତ୍ତି ଗୁଡିକ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ | ଏଠାରେ ସଚେତନତା ଭିର୍ତ୍ତିକା ବାଲୁକା କଳା ମାନ ପ୍ରସ୍ତୁତ କରାଯାଇଛି | ପ୍ରସିଦ୍ଧ cartoon Moana and Maui ପୁରୀ ବେଳାଭୂମି କୁ ଆସି ପର୍ଯ୍ୟଟନ ମାନ ଙ୍କୁ “Keep the beach clean ” ର ବାର୍ତ୍ତା ଦେଉଛନ୍ତି | ଏବଂ ଅନ୍ୟ ବାଲୁକା କଳାଟି ନାରୀ ଶାସକ୍ତିକରଣ ଉପରେ ପଯ୍ୟବେଷିତ କରାଯାଇଛି | ଏଥିରେ “Battle against Evil” ର ବାର୍ତ୍ତା ଦେଇଛନ୍ତି ମାନସ ସାହୁ | ଏହି Manas’s Sand Art Park ଟି ବର୍ଷ ସାରା ଲୋକମାନଙ୍କ ପାଇଁ ଉନ୍ମୋଚନ କରାଯାଇଛି | ପୁରୀ ଆସୁଥିବା ସମସ୍ତ ପର୍ଯ୍ୟଟକ ସ୍ବର୍ଣ୍ଣ|ଭ  ବେଳାଭୂମି କୁ ଉପଭୋଗ କରିବା ସହିତ ଲାଇଟ ହାଉସ ନିକଟ ରେ ଥିବା ମାନସ ସାହୁ ଙ୍କ ବାଲୁକା କଳା କୁ ଉପଭୋଗ କରିପାରିବେ |

ଏହି Sand Art Park କୁ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଉଦଘାଟନ କରିଥିଲେ | ଏବଂ ପୁରୀ ଜିଲ୍ଲା ର Municipality executive officer ଶ୍ରୀ ସରୋଜ କୁମାର ସ୍ୱାଇଁ ଏବଂ ପ୍ରସିଦ୍ଧ ଲେଖକ ସମାଜସେବୀ ଶ୍ରୀ ବଦ୍ରି ମିଶ୍ର ଅତିଥି ଭାବରେ ଯୋଗଦାନ କରିଥିଲେ |

Leave a Reply

Your email address will not be published.