Friday , February 3 2023
Home / ବିଶେଷ / ସ୍ୱର୍ଗତ ଲକ୍ଷ୍ମୀ ପାତ୍ର ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସାଂସଦ ମହେଶ ସାହୁ

ସ୍ୱର୍ଗତ ଲକ୍ଷ୍ମୀ ପାତ୍ର ଙ୍କ ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ସାଂସଦ ମହେଶ ସାହୁ

ଭୁବନ ୧୮/୧୨/୨୦୨୨ (ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲତାବିଲ ଅଂଚଳର ବୁଦ୍ଧିମନ୍ତ ପାତ୍ର ଙ୍କ ପତ୍ନୀ ଲକ୍ଷ୍ମୀ ପାତ୍ର ଙ୍କ ଏକାଦଶାହରେ ସାଂସଦ ମହେଶ ସାହୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସାଂସଦଙ୍କ ସହିତ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ , ସାଂସଦ ଙ୍କ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର , ବରିଷ୍ଠ ବିଜେଡି ନେତା ନରେନ୍ଦ୍ର କୁମାର ସାହୁ , ହିନ୍ଦୋଳ ପଂଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ପ୍ରିୟ ରଂଜନ ମାହୁନ୍ତ ପ୍ରମୁଖ ସ୍ୱର୍ଗିୟା ଲକ୍ଷ୍ମୀ ପାତ୍ର ଙ୍କ ଅମରଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ୍ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

Leave a Reply

Your email address will not be published.