Thursday , February 2 2023
Breaking News
Home / ଶିକ୍ଷା / ଅଲ୍ ଓଡ଼ିଶା ବିପିୟୁଟି ଓ ଡ଼ିପ୍ଲୋମା ଛାତ୍ର ସଘଂର ନୂତନ କର୍ମକର୍ତ୍ତା ଚୟନ

ଅଲ୍ ଓଡ଼ିଶା ବିପିୟୁଟି ଓ ଡ଼ିପ୍ଲୋମା ଛାତ୍ର ସଘଂର ନୂତନ କର୍ମକର୍ତ୍ତା ଚୟନ

ଭୁବନେଶ୍ୱର, ୧୮/୧୨/୨୦୨୨ (ଓଡ଼ିଶା ସମାଚାର)- ଶନିବାର ଦିନ ଅଲ୍ ଓଡ଼ିଶା ବିପିୟୁଟି ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓବିଏସ୍ଓ) ଓ ଅଲ୍ ଓଡ଼ିଶା ଡ଼ିପ୍ଲୋମା ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓଡିଏସଓ) ର ୭ମ ବାର୍ଷିକ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ନାଇନ୍ ଷ୍ଟିଟ୍ ବାଙ୍କୁଏଟ୍ ହଲ ୟୁନିଟ-୯, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି ।

        ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡ଼ଃ ବ୍ୟୋମକେଶ ରାୟ, ବିଧାୟକ ଶ୍ରୀଯୁକ୍ତ ରୁଦ୍ର ପ୍ରତାପ ମହାରଥୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

        ପ୍ରତିବର୍ଷ ଭଳି ଚଳିତବଷ ର୍ ମଧ୍ୟ ମୁଖ୍ୟ ଉପଦେଷ୍ଟା ଧ୍ରୃତି ରଞ୍ଜନ ମାର୍ଥା, ସଂଘର ପ୍ରତିଷ୍ଠାତା ତାରିଣୀ ପ୍ରସାଦ ନାୟକ, ଉପଦେଷ୍ଟା ଦୁଷ୍ମନ୍ତ ପଟ୍ଟନାୟକ, ସୁଭ୍ରଜିତ ପାଢୀ, ଆଲୋକ ବେହେରା, ରାଜେଶ ଭୁୟାଁ  ଓ ରୁଦ୍ରନାଥ ଦତ୍ତ, ଉପ ପ୍ରତିଷ୍ଠାତା ଅନନ୍ତ ନାରାୟଣ ଜେନା, ପବନ କୁମାର ସ୍ୱାଇଁ ଙ୍କ ଉପସ୍ଥିତିରେ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି ।

        ଏଓବିଏସଓ (ବିପିୟୁଟି)ର ସଭାପତି  ସ୍ମୃତିରାଜ ମହାନ୍ତି, କାର୍ଯ୍ୟକାରୀ ସଭାପତି  ବିକାଶ ପଣ୍ଡା, ସୁଶାନ୍ତ କୁମାର ସେଠୀ  ଓ  ବିଶ୍ୱରଞ୍ଜନ ସାମନ୍ତରାୟ, ଉପ ସଭାପତି  ଜ୍ଞାନରଞ୍ଜନ ପ୍ରଧାନ, ଜ୍ୟୋତି ପ୍ରକାଶ  ରାଉତ, ସୌରଭ ଗୌଡ ଓ ସୂର୍ଯ୍ୟକାନ୍ତ ସେଠୀ, ସାଧାରଣ ସମ୍ପାଦକ ଭବେଶ କୁମାର ସାହୁ, ସ୍ୱାଗତ ରଞ୍ଜନ ମହାପାତ୍ର, ସୌଭାଗ୍ୟ ସୁମନ ମହାନ୍ତି, ବିଶ୍ୱ ସ୍ୱରୁପ ନାୟକ, ସୁରଜ ସାମଲ ଓ ପ୍ରଜ୍ଞାଦିପ୍ତ ସ୍ୱାଇଁ, ସମ୍ପାଦକ ସୁଭ୍ରାଂଶୁ ପ୍ରିୟଦର୍ଶନ, ଅଭିଷେକ ସତପଥୀ, ମହିମା କିଶୋର ସେନାପତି, ରାହୁଲ ପରିଡା, ଜୟନ୍ତ କୁମାର ସାହୁ, ସୁଜିତ୍ ସାହୁ, ସ୍ୱୟଂ ସ୍ୱାଗତ ସ୍ୱାଇଁ, ଜ୍ଞାନ ରଞ୍ଜନ ମେହେର, ସରୋଜ କୁମାର ବିଶ୍ୱାଳ ଓ ସ୍ୱରାଜ କୁମାର ଦାସ,  ଯୁଗ୍ମ ସମ୍ପାଦକ ରାଜିବ ଲୋଚନ, ପ୍ରତୁ୍ୟଷ ଖଟୁଆ, ଗୋବିନ୍ଦ ସେଠୀ, ସ୍ଥିତି ରଞ୍ଜନ ରାଉତ, ନରେନ୍ଦ୍ର ସ୍ୱାଇଁ ଓ ଅଙ୍କିତ୍ ମାଝି ।

        ଏଓଡିଏସଓ (ଡ଼ିପ୍ଲୋମା)ର ସଭାପତି ଶିବାସିସ୍ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଅମିତ କୁମାର ସେନାପତି, ଉପ ସଭାପତି ଗିତାସାଇ ମହାନ୍ତି, ସତ୍ୟ ସ୍ୱରୁପ ରାଉତରାୟ, ପ୍ରତୁ୍ୟଷ ସାମନ୍ତରାୟ, ଶଶାଙ୍କ ସେଖର ବେହେରା ଓ ଆଶିଷ କୁମାର ରାଣା, ସାଧାରଣ ସମ୍ପାଦକ ସ୍ୱସ୍ତିକ ସ୍ୱରୂପ ସିଂ, ସମ୍ପାଦକ ପ୍ରିୟବ୍ରତ ମହାନ୍ତି, ସତ୍ୟ ରଞ୍ଜନ ସେଠୀ, ସୁର୍ଯ୍ୟକାନ୍ତ ଦାସ୍, ସୁଭଜିତ୍ ସୁନ୍ଦରରାୟ, ଉମାକାନ୍ତ ମହନ୍ତ ଓ କମଲ୍ ଲୋଚନ ପାତ୍ର, ଯୁଗ୍ମ ସମ୍ପାଦକ ପ୍ରଣବ ଜେନା ଆଦିତ୍ୟ ପାତ୍ର, ପ୍ରତୀକ, ସେକ କବିର୍, ଗଣପତି ଚୌଧୁରି ଓ ପ୍ରଦିପ ଭଞ୍ଜ ।

        ଉପଦେଷ୍ଟା କମିଟିରେ ପ୍ରମୋଦ ପଣ୍ଡା, ରାଜେଶ ରାଜ ସ୍ୱାଇଁ, ଅଫତାବ୍ ଆଲମ୍ ଖାନ୍ , ସ୍ୱାଗତିକା ମହାନ୍ତି, ଅବିନାସ ପ୍ରଧାନ, ସେଙ୍କତ୍ ରାୟ, ସୋନାଲି ପ୍ରିୟଦର୍ଶିନି, ସତ୍ୟଜିତ୍ ପଟ୍ଟନାୟକ, ଆଶିଷ ସାହୁ, ଦିପ୍ତିମୟି ପତି, ଲଗ୍ନାଦିପା ମିଶ୍ର, ସୌମ୍ୟ ରଞ୍ଜନ ତ୍ରିପାଠୀ, ସେକ ଅର୍ଶଦ୍ ଅଲି, ଦୀପକ ମହାପାତ୍ର, କିଶୋର ବେହେରା, ଅମିୟ ଦାସ, ପ୍ରଳୟ ପଟ୍ଟନାୟକ ଓ ସ୍ୱୟମ୍ଭୁ ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଥିବା ବେଳେ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସ୍ୱାବଲମ୍ବନ୍ ମହନ୍ତ, ରାଜେଶ ବେହେରା, ଅନିମେସ ମିଶ୍ର, ଫରାନ୍ କବିର୍, ସ୍ୱଦେଶ ନାୟକ, ବିଶ୍ୱଜିତ୍ ସାହୁ ଓ ଇଲାବନ୍ତ ମେକପଙ୍କୁ ସମ୍ମାନିତ କରାଯାଇଛି ।

        ଏହି ଅବସରରେ ପ୍ରଶାନ୍ତ କୁମାର ଦେଓ, ଡ଼ କୈଳାଶ ମହାପାତ୍ର, ଅଂଶୁମାନ ଜେନା, ସୁବାସିଷ ଖୁଣ୍ଟିଆ, ପାର୍ଥ ସାରଥୀ ମୁଦୁଲି, ଚିତ ରଞ୍ଜନ ଦାସ୍, ସୌମ୍ୟଜିତ୍ ମହାପାତ୍ର, ପୁଷ୍ପାଞ୍ଜଳି ରାଣା, ମିକୁ ପ୍ରଧାନ,  ଅତିଷ୍ କୁମାର ସାହୁ, ରଞ୍ଜନ ମହାପାତ୍ର, ତାପସ ମଲ୍ଲିକ, ପ୍ରୁଥୀରାଜ ପଣ୍ଡା ଓ ରଜତ ବାରିକଙ୍କୁ ସମ୍ମାନିତ କରାଯାଇଥିଲା ବୋଲି ସଂଘର ପ୍ରତିଷ୍ଠାତା ତାରିଣୀ ପ୍ରସାଦ ନାୟକ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି ।

Leave a Reply

Your email address will not be published.