Friday , February 3 2023
Home / ବିଶେଷ / ୨୪ରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ସାଇନାଥ ଚିତ୍ରାଙ୍କନ ପ୍ରତିଯୋଗିତା

୨୪ରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ସାଇନାଥ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର, ୧୬/୧୨/୨୦୨୨ (ଓଡ଼ିଶା ସମାଚାର)- ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ନିମନ୍ତେ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ପକ୍ଷରୁ ୨୪ ତାରିଖ ଶନିବାର ଦିନ ହାଉସିଂ ବୋର୍ଡ ଅଫିସ ନିକଟସ୍ଥ ୟୁନିଟ -୯ ସ୍ଥିତ ବୁଦ୍ଧ ମନ୍ଦିର ଠାରେ ଶିରିଡି ସାଇ ବାବା ଓ ଶ୍ରୀ ଜଗନ୍ନାଥଙ୍କ ଉପରେ ଏକ ନିଃଶୁଳ୍କ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଅଛି ବୋଲି ଅନୁଷ୍ଠାନ ର ଟ୍ରଷ୍ଟି ଡ. ରୁଦ୍ର ମହାନ୍ତି ଆଜି ବୁଦ୍ଧ ମନ୍ଦିର ରେ ଏକ ସମ୍ବାଦ ଦାତା ସମିଳନୀରେ. ସୂଚନା ଦେଇଛନ୍ତି । ଏଲ କେଜି ରୁ ୧୨ ଶ୍ରେଣୀ ପର୍ୟ୍ୟନ୍ତ ଇଛୁକ ଛାତ୍ରଛାତ୍ରୀ ୯୮୬୧୭୨୬୫୧୯ ନମ୍ବରରେ ଫୋନ କରି ନିଜ ନାମ ପଞ୍ଜିକରଣ କରିପାରିବେ ବୋଲି ଡ଼ ମହାନ୍ତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published.