Thursday , February 2 2023
Breaking News
Home / କ୍ରୀଡ଼ା / ଲୋୟର ପିଏମଜିରେ ବୁଲିଲେ ଚକୁଳିଆ ପଣ୍ଡା

ଲୋୟର ପିଏମଜିରେ ବୁଲିଲେ ଚକୁଳିଆ ପଣ୍ଡା

ଭୁବନେଶ୍ୱର,୯/୧୨/୨୦୨୨(ଓଡ଼ିଶା ସମାଚାର)-ଓଡିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘର ପଂଚମ ଦିନ ଧାରଣାରେ ବହୁ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ପ୍ରଶିକ୍ଷିକା ଉପସ୍ଥିତ ରହି ଲୋୟର ପିଏମଜିରେ ତାଙ୍କର ପ୍ରାପ୍ୟ ଦାବିକୁ ଚକୁଳିଆ ପଣ୍ଡାମାନଙ୍କ ମାଧ୍ୟମରେ ଏକ ନିଆରା ଢଙ୍ଗରେ ସରକାରଙ୍କୁ ଜଣାଇଛନ୍ତି । ଏହା ସହିତ ଧାରଣାରେ ଉପସ୍ଥିତ ନଥିବା କଳା ଓ କ୍ରୀଡ଼ା ପ୍ରଶିକ୍ଷକମାନଙ୍କୁ ଅନୁରୋଧ କରି ଆହ୍ୱାନ କରିଛନ୍ତି ଯେ, ଯେପର୍ଯ୍ୟନ୍ତ ସରକାର ଓଡ଼ିଶା କଳା ଓ କ୍ରୀଡ଼ା ମହାସଂଘର ହକ୍ ଦେଇନାହାଁନ୍ତି, ସେପର୍ଯ୍ୟନ୍ତ ରାଜରାସ୍ତାରେ ବସିରହିବେ ବୋଲି ମହାସଂଘର ଆବାହକ ଧର୍ମେନ୍ଦ୍ର ପଣ୍ଡା ଓ ଦେବବ୍ରତ ପଟ୍ଟନାୟକ, ସଂଯୋଜକ ଆଶୁତୋଷ ଶତପଥି, ବିଜନ ଦାସ, ଶଙ୍କର ପ୍ରସାଦ ମହାପାତ୍ର, ଆରତୀ ଆଚାର୍ଯ୍ୟ, ସ୍ମୀତାଞ୍ଜଳି ମହାପାତ୍ର, ସ୍ୱାତୀମୁକ୍ତା, ଦିଲ୍ଲୀପ ପଣ୍ଡା, ମନୋଜ ଚୌଧୁରୀ ପ୍ରମୁଖ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.