Thursday , February 2 2023
Breaking News
Home / ତାଜା ଖବର / ଟ୍ରେନରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ

ଟ୍ରେନରେ କଟି ଜଣେ ବୃଦ୍ଧଙ୍କ ମୃତ୍ୟୁ

ନିରାକାରପୁର, ୭/୧୨/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରେଳଷ୍ଟେସନ କାଶିପୁର ରେଳଫାଟକ ମଧ୍ୟରେ ଟ୍ରେନରେ କଟି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।ମୃତକ ଙ୍କ ବୟସ ପାଖାପାଖି ୬୫ବର୍ଷ ହେବ।ବୃଦ୍ଧ ଜଣଙ୍କ ଏକ ଧଳା ଲୁଗା ପିନ୍ଧି ଥିବା ବେଳେ ପାଖରେ ଗୋଟିଏ ଗଂଜି ଓ ଚପଲ ଧୁଆ ହୋଇଥିବା ଜଣାପଡିଛି ।ବୃଦ୍ଧ।ଜଣଙ୍କ ର ପରିଚୟ ମିଳି ପାରିନାହିଁ।ବୃଦ୍ଧ ଜଣଙ୍କ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ଖୋର୍ଦ୍ଧା ମେଡ଼ିକାଲ କୁ ପଠାଇ ତଦନ୍ତ ଜାରି ରଖିଛି। ( ବିଭତ୍ସ ଫଟୋ ପ୍ରକାଶ କରାଯାଇ ପାରିବ ନାହିଁ )

Leave a Reply

Your email address will not be published.