Thursday , February 2 2023
Breaking News
Home / ବିଶେଷ / ପଦ୍ମପୁର  ପାଦୁକାଈଙ୍କ ଯଜ୍ଞ ଆରମ୍ଭ: କଳସ ଯାତ୍ରା ରେ ଜଳ ଆଣିଲେ ସଂକଳ୍ପ ଧାରୀ

ପଦ୍ମପୁର  ପାଦୁକାଈଙ୍କ ଯଜ୍ଞ ଆରମ୍ଭ: କଳସ ଯାତ୍ରା ରେ ଜଳ ଆଣିଲେ ସଂକଳ୍ପ ଧାରୀ

 ନିରାକାର ପୁର, ୬/୧୨/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ପଞ୍ଚାୟତ ପଦ୍ମପୁର ଗ୍ରାମ ପାଦୁକାଈ ଠାକୁରାଣୀ ଙ୍କ ବିଶ୍ଵଶାନ୍ତି ମହାଯଜ୍ଞ ଆଜିଠାରୁ ଆରମ୍ଭ ହୋଇଛି। ଏହା ୩ ଧରି ଚାଲିବା। ପ୍ରତ୍ୟହ ହୋମ, ଯଜ୍ଞ, ସୂର୍ଯ୍ୟପୂଜା ଇତ୍ୟାଦି ହେବାକୁ ଥିବାବେଳ ସବୁଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଅଛି । ଆଜି ଏହି ଯଜ୍ଞ ଆରମ୍ଭ ହେବ ପୂର୍ବରୁ ସଂକଳ୍ପ ଧାରୀ ମହିଳା ଓ ପୁରୁଷ ମାନେ ନିକଟସ୍ଥ ମଲାଗୁଣି ନଦୀରୁ କଳସରେ ଜଳ ଆଣିବା ପରେ ଘଟ ସ୍ଥାପନ କରାଯାଇଥିଲା।

Leave a Reply

Your email address will not be published.